April 29, 2026

ପ୍ରାଇସ,ପ୍ରେଷ୍ଟିଜ,ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ

Screenshot_2023-01-19-21-17-23-046_com.whatsapp
Share

 

ପ୍ରାଇସ,ପ୍ରେଷ୍ଟିଜ,ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ସାରାରାଜ୍ୟରେ ଚାଲିଥିବା ବିକ୍ଷୋଭରେ ସାମିଲ ହେଲେ ପୁରୀ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଓ ଚାଷୀ ।ମିଲରଙ୍କ ଦ୍ୱାରା ଚାଲିଥିବା ମାନମାନି ସହ ମଣ୍ଡିରେ ଚାଲିଥିବା କଟନୀ,ଛଟନି ଉପରେ ମଧ୍ୟ ବର୍ଷିଛି ସଙ୍ଗଠନ ।ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3000 କୁ ବୃଦ୍ଧି କରିବାକୁ ଏବଂ ଚାଷୀର ଭତ୍ତାକୁ 5000 ପର୍ଯ୍ୟନ୍ତ ବଢାଇବାକୁ ସଙ୍ଗଠନ ଦାବି ରଖିଛି ।ଆଜି ପୁରୀ ଜିଲ୍ଲା କୋର୍ଟ ସମ୍ମୁଖରେ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l