କାଣ୍ଡପାଲଲି ଖୁଦୁରୁକୁଣୀ ପୂଜାରେ ଯୋଗଦେଲେ ବିଧାୟକ
ଆଜି ରବିବାର ସନ୍ଦ୍ୟାରେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଣ୍ଡପାଲି ଗ୍ରାମରେ ଆୟୋଜିତ ମାଁ ମଙ୍ଗଳାଙ୍କ ଖୁଦୁରୁକୁଣୀ ପୂଜନୋତ୍ସବ ତଥା ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଯୋଗଦେଇ ମାଁଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କଲେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ |ପରେ କାଣ୍ଡପାଲି ଗ୍ରାମବାସୀକଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ |
