June 23, 2026

ଚାଲ ଆମେ ସ୍କୁଲ ଯିବା ପ୍ରଚାର ଅଭିଯାନ ଆରମ୍ଭ।

IMG-20250816-WA0031
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଓଡିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ତରଫରୁ ଜାରି ହୋଇଥିବା ଏକ ଚିଠି(ଚିଠି ନଂ. ୭୮୮୧ ) ଅନୁଯାୟୀ ଯେଉଁ ଛାତ୍ର ଛାତ୍ରୀ ମାନେ ପାଠପଢ଼ା ଅଧାରୁ ଛାଡି ଦେଇଛନ୍ତି, ସେହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତି ଘରେ ସର୍ଭେ କରାଯାଇ ଚି଼ହ୍ନଟ କରି ଓ ସଚେତନ କରି ସ୍କୁଲରେ ନାମ ଲେଖାଇବେ। ଏହି ନିର୍ଦେଶ ଅନୁଯାୟୀ ସ୍ଥାନୀୟ ଇରିଗେସନ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଆସ ଆମେ ସ୍କୁଲ ଯିବା ଅଭିଯାନ ଓ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ୨ନଂ ୱାର୍ଡର ୱାର୍ଡମେମ୍ବର ଶ୍ରୀ ଉତ୍ପଳ ଦାଶ ମଧ୍ୟ ଉପସ୍ଥିତ ଥିଲେ।

You may have missed