May 29, 2025

*ଅଧ ରାତିରେ ଯୁକ୍ରେନ୍‌ ଉପରେ ମିସାଇଲ ବର୍ଷା କଲା

Share

ଭୁବନେଶ୍ୱର ( ଦେବାଶିଷ ଦାଶ )

ଘନେଇବାରେ ଲାଗିଛି ଋଷିଆ-ଯୁକ୍ରେନ୍‌ ଯୁଦ୍ଧ।

୩ ବର୍ଷ ହୋଇଗଲାଣି ଯୁଦ୍ଧକୁ ହେଲେ ଥମୁନି କି ଶାନ୍ତି ଫେରୁନି । ଏହାରି ଭିତରେ ଅଧ ରାତିରେ ଯୁକ୍ରେନ୍‌ର ରାଜଧାନୀ କିଭ୍‌ ଉପରେ ଭୟଙ୍କର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଭ୍‌ ପୂରା ଥରି ଉଠିଲା । ଏକାସାଙ୍ଗରେ ଡ୍ରୋନ୍‌ ଓ ମିସାଇଲ୍‌ ମାଡ଼ ହେବା ପରେ ଭୟଙ୍କର ଶବ୍ଦରେ ଲୋକେ ଛାନିଆ ହୋଇଥିଲେ । ଆକ୍ରମଣରେ ୮ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆକ୍ରମଣ ଭୟରେ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିଯାଇଥିଲେ ଜନତା । ପୂରା ରାତି ଅନ୍ଧାର ଘରେ କାଟିବାକୁ ପଡ଼ିଥିଲା ଲୋକଙ୍କୁ ।

ଅଧ ରାତିରେ ଏୟାରଷ୍ଟ୍ରାଇକ୍‌

ସୀମାରେ ବର୍ଷିଲା ମିସାଇଲ୍‌

ଡ୍ରୋନ୍‌ ଆକ୍ରମଣରେ ଥରହର ହେଲା ସମଗ୍ର ଅଞ୍ଚଳ

ଅନେକ ରାଷ୍ଟ୍ରର ମଧ୍ୟସ୍ଥତା ପରେ…

ଥମୁନି ଋଷିଆ-ଯୁକ୍ରେନ୍‌ ଯୁଦ୍ଧ

ଋଷିଆ ଓ ଯୁକ୍ରେନ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ପୂରା ବିଶ୍ବ ଚିନ୍ତାରେ ରହିଛି । ଖାଲି ଏତିକି ନୁହେଁ ବରଂ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ବି ମଧ୍ୟସ୍ଥତା କରିଛି । କିନ୍ତୁ ଉଭୟ ଦେଶ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ଯାହାର ପରିଣାମ ସାଧାରଣ ଜନତା ହିଁ ଭୋଗୁଛନ୍ତି । କିଭ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଧ ରାତିରେ ଭୟଙ୍କର ଆକ୍ରମଣ ଫଳରେ ପୂରା ସହରରେ କେବଳ ଡ୍ରୋନ୍‌ ଓ ମିସାଇଲ୍‌ ହିଁ ଦେଖିବାକୁ ମିଳୁଥିଲା । ଆକ୍ରମଣରେ ରାସ୍ତାରେ ନିଆଁ ଜଳୁଥିଲା, ଆହତ ହୋଇ ଲୋକେ ଚିତ୍କାର କରୁଥିଲେ । କିଭ୍‌ର ଗୋଟିଏ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ବି ସୂଚନା ମିଳୁଛି ।

ଯୁଦ୍ଧର ଘମାଘୋଟ ମଧ୍ୟରେ ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ବନ୍ଦୀଥିବା କଏଦୀ ଆଦାନପ୍ରଦାନ ହୋଇଛି । ପାଖାପାଖି ୩୯୦ ବନ୍ଦୀ କଏଦୀ ଋଷିଆ ଛାଡ଼ିଥିବା ନେଇ ସୂଚନା ମିଳିଛି । ସେପଟେ ଋଷିଆ ମଧ୍ୟ ସମାନ ସଂଖ୍ୟାର ବନ୍ଦୀଙ୍କୁ ଛାଡ଼ିବାକୁ ୟୁକ୍ରେନ୍‌ ପାଖରେ ଦାବି କରୁଛି ।

ଅଧ ରାତିରେ ଯୁକ୍ରେନ୍‌ ଉପରେ ମିସାଇଲ ବର୍ଷା କଲା ଋଷିଆ

ଋଷିଆ ଓ ଯୁକ୍ରେନ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ପୂରା ବିଶ୍ବ ଚିନ୍ତାରେ ରହିଛି । ଖାଲି ଏତିକି ନୁହେଁ ବରଂ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ବି ମଧ୍ୟସ୍ଥତା କରିଛି

ଘନେଇବାରେ ଲାଗିଛି ଋଷିଆ-ଯୁକ୍ରେନ୍‌ ଯୁଦ୍ଧ । ୩ ବର୍ଷ ହୋଇଗଲାଣି ଯୁଦ୍ଧକୁ ହେଲେ ଥମୁନି କି ଶାନ୍ତି ଫେରୁନି । ଏହାରି ଭିତରେ ଅଧ ରାତିରେ ଯୁକ୍ରେନ୍‌ର ରାଜଧାନୀ କିଭ୍‌ ଉପରେ ଭୟଙ୍କର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଭ୍‌ ପୂରା ଥରି ଉଠିଲା । ଏକାସାଙ୍ଗରେ ଡ୍ରୋନ୍‌ ଓ ମିସାଇଲ୍‌ ମାଡ଼ ହେବା ପରେ ଭୟଙ୍କର ଶବ୍ଦରେ ଲୋକେ ଛାନିଆ ହୋଇଥିଲେ । ଆକ୍ରମଣରେ ୮ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆକ୍ରମଣ ଭୟରେ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିଯାଇଥିଲେ ଜନତା । ପୂରା ରାତି ଅନ୍ଧାର ଘରେ କାଟିବାକୁ ପଡ଼ିଥିଲା ଲୋକଙ୍କୁ ।

ଅଧ ରାତିରେ ଏୟାରଷ୍ଟ୍ରାଇକ୍‌

ସୀମାରେ ବର୍ଷିଲା ମିସାଇଲ୍‌

ଡ୍ରୋନ୍‌ ଆକ୍ରମଣରେ ଥରହର ହେଲା ସମଗ୍ର ଅଞ୍ଚଳ।

ଅନେକ ରାଷ୍ଟ୍ରର ମଧ୍ୟସ୍ଥତା ପରେ…

ଥମୁନି ଋଷିଆ-ଯୁକ୍ରେନ୍‌ ଯୁଦ୍ଧ

ଋଷିଆ ଓ ଯୁକ୍ରେନ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ପୂରା ବିଶ୍ବ ଚିନ୍ତାରେ ରହିଛି । ଖାଲି ଏତିକି ନୁହେଁ ବରଂ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ବି ମଧ୍ୟସ୍ଥତା କରିଛି । କିନ୍ତୁ ଉଭୟ ଦେଶ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ଯାହାର ପରିଣାମ ସାଧାରଣ ଜନତା ହିଁ ଭୋଗୁଛନ୍ତି । କିଭ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଧ ରାତିରେ ଭୟଙ୍କର ଆକ୍ରମଣ ଫଳରେ ପୂରା ସହରରେ କେବଳ ଡ୍ରୋନ୍‌ ଓ ମିସାଇଲ୍‌ ହିଁ ଦେଖିବାକୁ ମିଳୁଥିଲା । ଆକ୍ରମଣରେ ରାସ୍ତାରେ ନିଆଁ ଜଳୁଥିଲା, ଆହତ ହୋଇ ଲୋକେ ଚିତ୍କାର କରୁଥିଲେ । କିଭ୍‌ର ଗୋଟିଏ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ବି ସୂଚନା ମିଳୁଛି ।

ଯୁଦ୍ଧର ଘମାଘୋଟ ମଧ୍ୟରେ ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ବନ୍ଦୀଥିବା କଏଦୀ ଆଦାନପ୍ରଦାନ ହୋଇଛି । ପାଖାପାଖି ୩୯୦ ବନ୍ଦୀ କଏଦୀ ଋଷିଆ ଛାଡ଼ିଥିବା ନେଇ ସୂଚନା ମିଳିଛି । ସେପଟେ ଋଷିଆ ମଧ୍ୟ ସମାନ ସଂଖ୍ୟାର ବନ୍ଦୀଙ୍କୁ ଛାଡ଼ିବାକୁ ୟୁକ୍ରେନ୍‌ ପାଖରେ ଦାବି କରୁଛି ।

ମୁସ୍କିଲ ହେଲାଣି ଶାନ୍ତି ଫେରିବା

୨ଦେଶ ମଧ୍ୟରେ ତିକ୍ତତା ଏତେ ଅଧିକ ରହିଛି ଯେ ଶାନ୍ତି ଫେରିବା କଷ୍ଟକର ହୋଇ ପଡ଼ିଲାଣି ।

ଏମିତି ସ୍ଥିତିରେ ଯୁଦ୍ଧବିରତିର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଉଛି । ୧ ହଜାର କିଲୋମିଟର ବ୍ୟାପି ଅଞ୍ଚଳରେ ଯୁଦ୍ଧର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି । ମୋଟ୍‌ ଉପରେ ଋଷିଆ ଓ ଯୁକ୍ରେନ୍‌ ମଧ୍ୟରେ ୧ ବର୍ଷ ହେଲାଣି ଯୁଦ୍ଧ ଲାଗିଛି । ଦିନ ଯେତିକି ଯେତିକି ବଢୁଛି, ଯୁଦ୍ଧର ଘମାସାନ ବି ସେତିକି ସେତିକି ବଢିବାରେ ଲାଗିଛି । ସ୍ଥିତି ଯଦି ଏମିତି ଲାଗିରହେ ତେବେ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟାରେ ଲୋକଙ୍କର ଜୀବନ ଯିବା ସହିତ ସ୍ଥିତି ସଙ୍ଗୀନ ହେବ ବୋଲି ଜଣାପଡୁଛି । ସେପଟେ କେବେ ଉଭୟ ଦେଶ ଆଲୋଚନା କରୁଛନ୍ତି ଏବଂ ଅସ୍ତ୍ରବିରତି ହେଉଛି ତାହା ସମୟ କହିବ।