May 10, 2026

ପାହାଲଗ୍ରାମ ଦୁର୍ଘଟଣା ନିମନ୍ତେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀ ଛାତ୍ର ସଂସଦ ତରଫରୁ ମହମବତୀ ଯାତ୍ରା ..

IMG-20250425-WA0017
Share

ଗତ 22 ତାରିଖରେ କାଶ୍ମୀରର ପାହାଲଗ୍ରାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ଘଟି ଯାଇଥିବା ଆତଙ୍କ ରାଜ କୁ ନିନ୍ଦା କରି ପ୍ରତିସ୍ଵଧ ନିମନ୍ତେ ଦାବିକରିବା ସହିତ ମୃତୁ ବରଣ କରିଥିବା ବ୍ୟକ୍ତି ବିଶେଷ ଙ୍କ ନିମନ୍ତେ ଛାତ୍ର ସଂସଦ ତରଫରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ପ୍ରଥମେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ର. ଡା. ଅରୁଣ କୁମାର ଦାଶ ମହମବତୀ ଲଗାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ ତାଙ୍କ ସହ ଛାତ୍ର ସଂସଦ ର ଉପଦେଷ୍ଟା ପ୍ର. ଡା. ରଞ୍ଜନ କୁମାର କାସ୍ତ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ଯ ଉପସ୍ଥିତ ଥିଲେ। ଛାତ୍ର ସଂସଦ ର ସଭାପତି ଅଜିତ କୁମାର ଦଳେଇ ଓ ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାମଲ ଉକ୍ତ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ