May 10, 2026

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଉଠିଲେ ବ୍ରହ୍ମଗିରି ର ନିର୍ବାଚିତ ପ୍ରତିନିଧି ମାନେ l

IMG-20250320-WA0015
Share

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତା କ୍ଷୁର୍ଣ ପ୍ରତିବାଦ ରେ ପଞ୍ଚାୟତ ସମିତି ଅଧକ୍ଷା ଓ ଉପାଧ୍ୟକ୍ଷାଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଦୁଇଦିନ ଧରି ଧାରଣା ରେ ବସିବା ପରେ ବିଡ଼ିଓ, ଉପଜିଲ୍ଲାପାଳ, ପିଡି ସମସ୍ତେ ବୁଝାଇ ବିଫଳ ହେଲାପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ବ୍ଲକ ଅଧକ୍ଷାଙ୍କ ନେତୃତ୍ୱ ରେ କିଛି ସରପଞ୍ଚ ଓ ସମିତିସଭ୍ୟ ସାକ୍ଷାତ କରି ଆଲୋଚନା କରି ଆଗକୁ ଯାହାବି କାର୍ଯ୍ୟକ୍ରମ କରାଯିବ ସମସ୍ତ କାର୍ଯ୍ୟରେ ୱାର୍ଡମେମ୍ବର ଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କ ଯୋଗଦାନ କୁ ଗୁରୁତ୍ୱର ସହିତ ଗ୍ରହଣ କରାଯିବ ଏବଂ ସମସ୍ତେ ଉପସ୍ଥିତ ରହିବେ ଜିଲ୍ଲାପାଳ ପ୍ରତିଶୃତି ଦେଲାପରେ ସମସ୍ତେ ଧାରଣା ରୁ ଉଠିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ