May 10, 2026

ଉମରକୋଟ ଠାରେ ମାଁ ପେଣ୍ଡ୍ରାଣି ଏଗ୍ରୋ ଆସସିଏଟ ସଂଘ ଗଠନ………

IMG-20250316-WA0035
Share

 

 

ଉମରକୋଟ – ଉମରକୋଟ ରାମ ମନ୍ଦିର ନିକଟସ୍ଥ ମାଁ ପେଣ୍ଡ୍ରାଣି କଲ୍ୟାଣୀ ମଣ୍ଡପ ରେ ଉମରକୋଟ, ଚନ୍ଦାହାଣ୍ଡି, ରାଇଘର, ଝରୀଗା ବ୍ଲକ ର ୧୨୪ ଜଣ ସାର, ବିହନ,ଓ କୀଟନାଶକ ଔଷଧ ର ଖୁଜୁରା ବ୍ୟବସାୟୀ ଙ୍କ ମିଳିତ ରେ ଏକ ବୈଠକ ଆୟୋଜନ କରାଯାଇଥିଲା, ଉକ୍ତ ବୈଠକରେ ଉଭୟ ଚାଷୀ ଓ ଖୁଜୁରା ବ୍ୟବସାୟୀ ଙ୍କ ସମସ୍ୟା କୁ ନେଇ ଆଲଚନା କରାଯାଇଥିଲା ଏବଂ କିପରି ଭାବରେ ହେଉଥିବା ଅସୁବିଧା କୁ ଦୂରକରାଯିବ ଏହାର ଆଲଚନା କରାଯାଇଥିଲା, ବିଶେଷ କରି କିପରି ଚାଷୀ ମନେ ନକଲି ବିହନ, ସାର ଠାରୁ ଦୁରେଇ ରହିବେ, ଅଣଶ୍ରୀକୃତ ପ୍ରାପ୍ତ ବ୍ୟବସାୟୀ ଙ୍କୁ କିପରି ସାର, ବିହନ ବିକ୍ରି କରିବାରେ ବାରଣ କରାଯିବ ଏବଂ ସଂଘ ର ବାରଣ ପରେ ମଧ୍ୟ୍ୟ ନ ମାନିଲେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଷୟରେ ଆଲଚନା କରାଯାଇ ଏକ ମା ପେଣ୍ଡାଣୀ ଏଗ୍ରୋ ଆସୋସିଏସନ ନାମରେ ଏକ ସଂଘ କରାଗଲା ଏବଂ ସବାସମ୍ମତି କ୍ରମେ ଶଙ୍କର ଚୌଧୁର ଙ୍କୁ

ସଭାପତି,ଚାମ୍ପିକଲାଲ ଜେନ ଓ ସଂଜିତ ମଣ୍ଡଳ ଙ୍କୁ ଉପସଭାପତି, ସୁଦେବ ନନ୍ଦୀ ସମ୍ପାଦକ,ଏମ.ଡି ହନିଫ ଯୁଗ୍ମ ସଂପାଦକ ଶଙ୍କର ପ୍ରଧାନ କ୍ୟାସିୟର,ପିଣ୍ଟୁ ଅଗ୍ରୱାଲ, ନିକୁଞ୍ଜ ମାଝୀ,ସଞ୍ଜୟ ମିସ୍ତ୍ରୀ, ଅସିତ ମଣ୍ଡଳ, ଅଜୟ ସାମଲ, ବିଷମ୍ବର ପାତ୍ର,ଏମ.ଡି. ପାତ୍ର, ବାଲାଜୀ ପାତ୍ର ଙ୍କୁ କର କମିଟି ସଦସ୍ୟ ରୂପେ ଚୟନ କରାଯାଇଛି, ବୈଠକର ପରିଚାଳନା ଶଙ୍କର ଚୌଧୁରୀ ଦ୍ୱାରା କରାଯାଇଥିଲା ।