May 10, 2026

ପଦ୍ମପୁର ଥାନା ଅଧକାରୀ ହେଲେ ଧରଣୀ ଧର ପ୍ରଧାନ..

IMG-20250310-WA0006
Share

 

ରାୟଗଡା ( ଦେବାଶିଷ ଦାଶ )

ରାୟଗଡା ଜିଲ୍ଲାର ପଦ୍ମପୁର ଥାନାର ନୂତନ ଥାନା ଅଧିକାରୀ ଭାବରେ ଗତ ୪ ତାରିଖରେ ଯୋଗ ଦେଇଥିଲେ ଶ୍ରୀ ଧରଣୀ ଧର ପ୍ରଧାନ। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅସମାଜିକ ବ୍ୟକ୍ତି ମଦ, ବେପାରି ଗଞ୍ଜେଇ ମାଫିଆଙ୍କ ଉପରେ ରହିବ ତୀକ୍ଷ୍ମ ନଜର ଦେଲେ ସୂଚନା ନୂତନ ଭାବେ ଦାୟିତ୍ଵ ଗ୍ରହଣ କରି ଥିବାପଦ୍ମପୁର ଥାନା ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ l ଏଥି ପୂର୍ବରୁ ସେ ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ଜନସାଧାରଣ ଙ୍କ ଦ୍ଵାରା ପ୍ରଶଂସା ର ପାତ୍ର ପାଇଥିଲେ