May 10, 2026

ଓଡିଶାରେ ଆମେ ବଡ଼ ଭୁଲ କରିଛୁ କହି ରାଜନୈତିକ ଚର୍ଚ୍ଚାକୁ ଆସିଥିବା ଜୟନାରାୟଣ ମିଶ୍ରଙ୍କୁ ପୁର ପଲ୍ଲୀରେ ମିଳୁଛି ବିପୁଳ ସମର୍ଥନ।କୋଶଳ କଥା କହି ସେ ଏବେ କୋଶଳ ଟାଇଗର ନାମରେ

IMG-20250309-WA0076
Share

ଓଡିଶାରେ ଆମେ ବଡ଼ ଭୁଲ କରିଛୁ କହି ରାଜନୈତିକ ଚର୍ଚ୍ଚାକୁ ଆସିଥିବା ଜୟନାରାୟଣ ମିଶ୍ରଙ୍କୁ ପୁର ପଲ୍ଲୀରେ ମିଳୁଛି ବିପୁଳ ସମର୍ଥନ।କୋଶଳ କଥା କହି ସେ ଏବେ କୋଶଳ ଟାଇଗର ନାମରେ ନାମ ସାଉଁଟିବାକୁ ଗଲେଣି। ଆଜି ଏଭଳି କିଛି ଦୃଶ୍ୟ ନଜରକୁ ଆସିବା ପରେ କୋଶଳ ପ୍ରେମୀଙ୍କ ମନରେ ନୁଆଁ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କ ସମର୍ଥକ ମଧ୍ୟ୍ୟ ଜୟନାରାୟଣଙ୍କୁ ସମର୍ଥନ ଜଣାଇ ରାଜରାସ୍ତାକୁ ଆସିଲେଣି। ଫଳରେ ଜୟବି ଏହାର ମାଇଲେଜ ନେଇ ଚର୍ଚ୍ଚା ବଡ଼ ଘେରକୁ ଆସିଲେଣି।

 

ସମ୍ବଲପୁରରୁ ଆମ ପ୍ରତିନିଧି ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ