May 10, 2026

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 109 ତମ ଜନ୍ମତିଥି ପାଳନ କରାଯାଇଥିଲା ପ୍ରଥମେ ସିଂହଦ୍ବାର ନିକଟରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା..

IMG-20250305-WA0064
Share

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 109 ତମ ଜନ୍ମତିଥି ପାଳନ କରାଯାଇଥିଲା ପ୍ରଥମେ ସିଂହଦ୍ବାର ନିକଟରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଏହା ପରେ ମେଡିକାଲ ଛକରେ ଥିବା ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏଥିରେ ନଗର ସଭାପତି ଶ୍ରୀ ସବ୍ୟସାଚୀ ମହାପାତ୍ର ପୁର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ, ଏ ବିଶ୍ୱନାଥ ରାଓ , ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ସଦର ବ୍ଲକ ସଭାପତି ଶ୍ରୀ ପ୍ରକାଶ ମିଶ୍ର, ବିଭୂତି ସେଠି , ସରସ୍ଵତି ସାହୁ, ଦେବରାଜ ସାହୁ, ସବିତା ମିଶ୍ର ବିଭୁତିସେଠି ରଜ୍ୟସମ୍ପାଦିକା ପୁଷ୍ପାଞ୍ଜଳି ରଣା ଯୁବନେତା ସରୋଜ ନାୟକ , ସୁଧାଂଶୁ ମହାନ୍ତି, ଯୁବନେତାସୋମେନ୍ଦ୍ର ଦେଓ ରାଜେଶ୍ ରଥ ଛାତ୍ର ସଭପତି ତାପସ ପଟ୍ଟନାୟକ ଯୁବ ସଭାପତି ଶକ୍ତିପ୍ରସାଦରଥ, ସରକାରି a,d,vନିଳକଣ୍ଠ ନାୟକ , ରାଜକିଶୋର ପାଢ଼ୀ , ବିରେନ୍ଦ୍ରହୋତା ରବିନ୍ଦ୍ରବିଶୋଈ କେ ମାର୍ଗ, ବାଦଲ ପ୍ରଧାନ, ବିନାୟକ ମହାନ୍ତି ସମେତ ପ୍ରାୟ 300 ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ