ଖବର ଉପାନ୍ତ ଓଡିଶା ସମାଚାର ବାରବାଟୀରେ ଭାରତର ଦମଦାର ବିଜୟୀ upanta odisha February 10, 2025 Share କଟକ ( ଦେବାଶିଷ ଦାଶ ) କଟକ ବାରବାଟୀ ଷ୍ଟାଡିୟମ୍ ରେ ଦମଦାର ବିଜୟ ହାସଲ କଲା ଭାରତ। ୪ ୱିକେଟ୍ ରେ ଦ୍ଵିତୀୟ ODI ଜିତିଲା ଭାରତ। ୩ ଟିକିଆ ସିରିକ୍ ରେ ୨-୦ ରେ ଭାରତ ଆଗୁଆ ବିଜୟୀ। ୩୩ ବଲ୍ ବାକି ଥାଇ ବାଜି ମାରିଲା ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା। Post Navigation Previous ଦୁର୍ଘଟଣାରେ ବାଇକ୍ ଚୁରମାର୍, ଅଜଣା ଗାଡି ଧକ୍କାରେ ୩ ମୃତNext ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶାଳ ରାଲୀ More Stories ଖବର ଉପାନ୍ତ ଓଡିଶା ସମାଚାର ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ upanta odisha September 25, 2026 ଖବର ଉପାନ୍ତ ଓଡିଶା ସମାଚାର ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ upanta odisha September 25, 2026 ଖବର ଉପାନ୍ତ ଓଡିଶା ସମାଚାର ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଗଜପତି ଜିଲ୍ଲା ଗସ୍ତ upanta odisha September 25, 2026