ଖବର ଉପାନ୍ତ ଓଡିଶା ସମାଚାର ବାରବାଟୀରେ ଭାରତର ଦମଦାର ବିଜୟୀ upanta odisha February 10, 2025 Share କଟକ ( ଦେବାଶିଷ ଦାଶ ) କଟକ ବାରବାଟୀ ଷ୍ଟାଡିୟମ୍ ରେ ଦମଦାର ବିଜୟ ହାସଲ କଲା ଭାରତ। ୪ ୱିକେଟ୍ ରେ ଦ୍ଵିତୀୟ ODI ଜିତିଲା ଭାରତ। ୩ ଟିକିଆ ସିରିକ୍ ରେ ୨-୦ ରେ ଭାରତ ଆଗୁଆ ବିଜୟୀ। ୩୩ ବଲ୍ ବାକି ଥାଇ ବାଜି ମାରିଲା ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା। Post Navigation Previous ଦୁର୍ଘଟଣାରେ ବାଇକ୍ ଚୁରମାର୍, ଅଜଣା ଗାଡି ଧକ୍କାରେ ୩ ମୃତNext ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶାଳ ରାଲୀ More Stories ଖବର ଉପାନ୍ତ ଓଡିଶା ସମାଚାର ପାଞ୍ଚୋଟି ପଞ୍ଚାୟତ ର ପ୍ରାୟ ପନ୍ଦର ଗାଁ ଜଳ ବନ୍ଦି ତିନି ସହ ରୁ ଉର୍ଦ୍ଧ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ. ସ୍ଥିତି ଅନୁଧ୍ୟାନ କଲେ ପଞ୍ଚାୟତରାଜ ମନ୍ତ୍ରୀ.. upanta odisha September 25, 2026 ଖବର ଉପାନ୍ତ ଓଡିଶା ସମାଚାର ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ upanta odisha September 25, 2026 ଖବର ଉପାନ୍ତ ଓଡିଶା ସମାଚାର ନିରାକାରପୁର–ପୁରୀ ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା upanta odisha September 25, 2026