September 27, 2026

ପାଞ୍ଚୋଟି ପଞ୍ଚାୟତ ର ପ୍ରାୟ ପନ୍ଦର ଗାଁ ଜଳ ବନ୍ଦି ତିନି ସହ ରୁ ଉର୍ଦ୍ଧ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ. ସ୍ଥିତି ଅନୁଧ୍ୟାନ କଲେ ପଞ୍ଚାୟତରାଜ ମନ୍ତ୍ରୀ..

IMG-20260925-WA0128
Share

           ଲୋଘୁ ଚାପ ବୋର୍ଷା ଯୋଗୁଁ କୋଟପାଡ଼ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। କୋଟପାଡ଼ ବ୍ଲକ ଷଡ଼ରଙ୍ଗା ପଞ୍ଚାୟତର ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ସହ ରିଲିଫ ସାମଗ୍ରୀ ଓ ପଲିଥିନ ବଣ୍ଟନ କରିଥିଲେ। ଏଥିସହ ଅଞ୍ଚଳର ବନ୍ୟା ସ୍ଥିତି ପରଖିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ସହର ରେ ଥିବା କେତେକ ୱାର୍ଡରେ ଘର ଭାଙ୍ଗି ଥିବାର ବେଳେ କେତେକ ନାଳ ନିୟମିତ ସଫେଇ ହେଉ ନ ଥିବାରୁ ରାସ୍ତା ଉପରେ ତିନି ଫୁଟ ପାଣି ବହୁଥିବା ଦେଖା ଦେଇଛି. ଏଥି ଯୋଗୁଁ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି. ରାଜସ୍ୱ ନିରକ୍ଷକ ମାନେ ବନ୍ୟାଅଞ୍ଚଳ ରେ ରହିଥିବାରୁ ସଠିକ ତଥ୍ୟ ହସ୍ତ ଗତ ହୋଇ ପାରୁ ନ ଥିବା ଜଣାଯାଇଛି.ଗଜାନନ ପଟ୍ଟନାୟକ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ପଲିଥିନ ସହ କିଛି ଆର୍ଥିକ ସହୟତା ପ୍ରଶାସନ ପକ୍ଷ ରୁ ଯୋଗାଇ ଦିଆ ଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି.

ବନ୍ୟା ସ୍ଥିତିକୁ ଦେଖି ପ୍ରଶାସନ ତରଫରୁ ପ୍ରାୟ 20 ପରିବାରକୁ ଆଣି ଷଡ଼ରଙ୍ଗା ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ,ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି l

ପରେ ଇନ୍ଦ୍ରାବତୀ ନଦୀ ସୀମାନ୍ତ ପିରିଞ୍ଜୀ ଗ୍ରାମରେ ପହଂଚି ଲୋକଙ୍କ ସମସ୍ୟା ବୁଝୀଥିଲେ ଓ କୋଟପାଡ଼ ମା ଗୃହରେ ପହଂଚି ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ସୁବିଧା ନେଇ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଥିବା ଜଣା ପୋଡିଛି l ଇନ୍ଦ୍ରାବତି ନଦୀ ଉପରମୁଣ୍ଡ ନବରଙ୍ଗପୁୂର୍ ଅଂଚୋଲ ରେ ପ୍ରବଲ ବର୍ଷl ଯୋଗୁଁ ନଦୀରେ ଜଳ ସ୍ତର ବଡ଼ିିଚି ତୋତ୍ ସୋହ କୋଟପାଡ ଅଞ୍ଚଲ ଦୁଇ ଦିନ ଧରି ତମାମ  ବର୍ଷା ହେବାର ଲାଗିଛି ତେଣୁ ତଲିଆ ଅଞ୍ଚଲ ବନ୍ୟl ହେବାର ସୋମ୍ୱବାନା ରହିଛି l ମୁଖ୍ୟତ କୋଟପାଡ ଅଞ୍ଚଲ  ର ଆସୋନା , ଗୁଆଳି, ବାସୁଲି,ପିରିଞ୍ଜି ଗୁୂମୁଡା, ସଡ଼ରଙ୍ଗା, ପଞ୍ଚlୟାତ୍ ନଦୀ କୁୂୁଳରେ ଅବସ୍ଥିତ ତେଣୁ ବନ୍ୟl ହେବାର

ସୋମ୍ୱବନା ରୋହିଛି.ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ. ସ୍ଥାନୀୟ ବିଧାୟକ ରୁପୁ ଭତରା. ଜ଼ିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ.ଜୟପୁର ଉପ ଜ଼ିଲ୍ଲାପାଳ ଶୁଭ୍ରା ପଣ୍ଡା.ବିଡ଼ିଓ ସନ୍ଧ୍ୟା ସମରଥ. ତହସିଲଦାର ଟ୍ୱିଙ୍କିଲ ସେଠି.ସାଂସଦ ପ୍ରତିନିଧି ରାମେଶ୍ୱର ଜେନା. ମୁନା ମହାନ୍ତିଙ୍କ ସମେତ ଶାସକ ଦଳ ର ନେତା ଓ କର୍ମୀ ମନ୍ତ୍ରୀଙ୍କପରିଦର୍ଶନ ବେଳେ ଉପସ୍ଥିତ ଥିବାର ଜଣାଯାଇଛି lତିନି ସହ ରୁ ଉର୍ଦ୍ଧ ଲୋକଙ୍କୁ କୋଟପାଡ଼ କଲ୍ୟାଣ ମଣ୍ଡପ କୁପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.