November 15, 2024

OAS ସ୍ତରରେ ଛୋଟ ଅଦଳ ବଦଳ କଲେ ରାଜ୍ୟ ସରକାର

Share

 

 

*ଭୁବନେଶ୍ବର ( ଅଫିସ )

 

*ଶୈଳେନ୍ଦ୍ର କୁମାର ଜେନା ହେଲେ ମିଶନ ଶକ୍ତି ଯୁଗ୍ମ ସଚିବ*

*ମମତା ବାରିକ ହେଲେ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ*

*ବିନୋଦ କୁମାର ଜେନା ହେଲେ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ*

*ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ*

*ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ*