April 27, 2026

ଚାଷଜମି ରେ ମାତିଛନ୍ତି ହାତୀ ପଲ୍ହ, ଚିନ୍ତା ରେ ଚାଷୀ। 

IMG-20241025-WA0025
Share

 

ବୋଲଗଡ଼,(ଉପାନ୍ତ ଖବର) : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସିମାପଲ୍ଲୀ ଗ୍ରାମ ଓ ଦୁର୍ଗାପୁର ମୌଜାର ପାଖାପାଖି ଅଞ୍ଚଳରେ ଏବଂ ସୀମାବର୍ତ୍ତୀ ଗୁଣ୍ଡୁରିଆ ନଈପଠା ର ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ପାଖରେ ଥିବା ଜମି ଗୁଡିକରେ ଏବେ ରାତ୍ରି ସମୟରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମଳିଛି। ଥୋଡଧରୁଥିବା ଧାନ ଫସଲ ଗୁଡିକ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ଫଳରେ ଭୟଭୀତ ସହ ଚିନ୍ତା ରେ ଚାଷୀ।ଏଥିପ୍ରତି ବନବିଭାଗ ଧ୍ୟାନ ଦିଅନ୍ତୁ ବୋଲି ଚାଷୀନେତା ଅଖୟ ରାଉତରାୟ ଓ ସ୍ଥାନୀୟ ଅଞ୍ଚଳରେ ନିବେଦନ କରିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।