October 9, 2024

ମାରୁତିସେନା ର ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କୁ ସମ୍ବୋର୍ଦ୍ଧିତ ..

Share

ଆଜି ପୁରୀ ଗାନ୍ଧିଘାଟ ଠାରେ ରାଜ୍ୟ ମାରୁତିସେନା ପକ୍ଷରୁ ରାଜ୍ୟ ସଭାପତି ପପୁ ଦଳବେହେରା ଏବଂ ପୁରୀଜିଲ୍ଲା ସଭାପତି ବଳରାମ ବାରିକଙ୍କୁ ପୁରୀଜିଲ୍ଲା ମାରୁତିସେନା ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ କୋଡିନେଟର ରୋଜାଲିନ ନାୟକ, ମିଡ଼ିଆ ସେଲ ସେକ୍ରେଟାରୀ ସୁଜାତା ବଡୁ, ସନ୍ଧ୍ୟାରାଣୀ ଭଟ୍ଟ, ଯୋଗମାୟା ଜେନା, ସଂଯୁକ୍ତା ଜେନା, ଧୁନୀରାଣୀ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ବେହେରା l ଅନିଲ ସ୍ୱାଇଁ, ପ୍ରତିମା ମିଶ୍ର, ସସ୍ମିତା ବେଜ, ଲୋରିନ ନାୟକଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି ସମ୍ବୋର୍ଦ୍ଧନା ଉର୍ତ୍ସବ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l