October 6, 2024

ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳନ..

Share

ଗୁଣପୁର -ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଗୁଣପୁର ବନାଞ୍ଚଳ ଦ୍ୱାରା ଧନାନ୍ତରୀ, ଚାଲାକମ୍ବା,ଭୀମପୁର ପଞ୍ଚାୟତ ର ବିଭିନ୍ନ S S G ମା ମାନଙ୍କୁ ନେଇ ଏକ ଝୋଟି ପ୍ରତିଯଗିତା ଫୁଲଫୁଟି ଗ୍ରାମ ନିକଟସ୍ଥ ପୋଲ ଉପରେ ଆୟୋଜିତ କରାଯାଇଥିଲା |ଏଥିରେ ପ୍ରାୟ 15ଗୋଟି SSG ଗ୍ରୁପର 70ଜଣ ମହିଳା ଅଂଶଗ୍ରହଣ କରିଥିଲେ |ଏହି ପ୍ରତିଯଗିତାରେ ପୁରସ୍କାର ଆସନ୍ତା -05/10/24 ରିଖରେ ଖଇରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା |(ସୁରେନ୍ଦ୍ର ମହାନ୍ତି )