April 29, 2026

ବିଧାୟକ ଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଉଦ୍ୟାନ, ଖୋଲା ଜିମ ଇ ଗ୍ରାମଣୀ ହାଟ ଉଦଘାଟିତ 

IMG-20241006-WA0003
Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ସଦର ବ୍ଲକ ରେ କୁଲି ପଂଚାୟତ ଠାରେ ଏକ କଲ୍ୟାଣ ମଣ୍ଡପ, ଖୋଲା ଜିମ ଓ ଉଦ୍ୟାନ ଓ ଆଲୁବାଡି ପଂଚାୟତ ଠାରେ ଏକ ଗ୍ରାମୀଣ ହାଟ ରେ ଶୁଭଉଦଘାଟନ ରାୟଗଡା ରେ ୟୁବ ବିଧାୟକ ଶ୍ରୀ ଆପlଲସ୍ୱାମୀ କାଡ୍ରକା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଲ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକ ସାଂସଦ ପ୍ରତିନିଧି ଭୂଷଣ ବିଡ଼ିକା, ସାଂସଦ ଙ୍କ ପି ଏ ବାପି ପଟ୍ଟନାୟକ, ଙ୍କ ସମତେ ବହୁ ଜନସାଧାରଣ ଯୋଗ ଦେଉଥିଲେ l କୁଲି ଠାରେ ବ୍କଲ୍ୟାଣ ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଅମୁଲ୍ୟ ସାହୁ, ସରପଞ୍ଚ ମାଙ୍ଗୀ କାଦ୍ରକା ଜ଼ିଲ୍ଲା ପରିଷଦ ପଦ୍ମାବତୀ ମଣ୍ଡାଙ୍ଗୀ, ଆଲୁବାଡି ହାଟ ଉଦଘାଟନ ରେ ସରପଞ୍ଚ ଜିଲ୍ଲା ସାରକା, ସମିତି ପ୍ରଦୀପ ମଣ୍ଡାଙ୍ଗୀ, ଉଭୟ ସ୍ଥାନ ରେ ବ୍ଲକ ଅଧକ୍ଷା ଟୁନି ହୁଇକା ଓ ଉପାଦକ୍ଷ ହର ପ୍ରସାଦ ହେପୃକା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଭଟ ରାୟ ଓ ସହକାରୀ ଯନ୍ତ୍ରୀ ରମେଶ ସାହୁ ଙ୍କ ତତ୍ତ୍ୱବଧାନ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଲ

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ