ଖୁଣ୍ଟା ସାପ୍ତାହିକ ହାଟ ରୁ ପଶ୍ଚିମବଙ୍ଗ କୁ ଗୋ ମାତା ଚାଲାଣ
ମୟୂରଭଞ୍ଜ ଜିଲ୍ଲା Rasgobindpur ବ୍ଲକ୍ ଅଧୀନସ୍ଥ ଖୁଣ୍ଟା ସାପ୍ତାହିକ ହାଟ ରୁ ପ୍ରତ୍ୟେକ ସପ୍ତାହରେ ଚଳାଇ ଚଳାଇ ଗୋ ମାତା ମାନଙ୍କୁ ପଶ୍ଚିମ ବଙ୍ଗ ଚାଲାଣ କରାଯାଉଛି ,,
କିନ୍ତୁ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା କଣ୍ ପାଇଁ ?
ଜିଲ୍ଲା ପ୍ରଶାସନ ଚୁପ୍ କ’ଣ ପାଇଁ ?
ଗୋ ମାଫିଆ ମାନଙ୍କ ପ୍ରତି ଏତେ ଦରଦ କଣ୍ ପାଇଁ ?
ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ନିରବ?
ପ୍ରଶାସନ ନିରବ ରହିବା ର କାରଣ କଣ ?
ମୋଟା ଅଙ୍କର ବଟି ନୁହେଁ ତ ?
ଏବେ ସାଧାରଣ ରେ ଦାବି ହେଉଛି,,,,