September 25, 2026

କୋଟପାଡ଼ ରେ ସୁଭଦ୍ରା ରଥର ଶୁଭାରମ୍ଭ କଲେ ବିଧାୟକ ରୁପୁ ଭତରା

IMG-20240907-WA0052
Share

   କୋଟପାଡ଼ ବ୍ଲକ ପିରିସର ରେ ଆଜି ସନ୍ଧ୍ୟା ରେ ସୁଭଦ୍ରା ଯୋଜନା ର ରଥ କୁ ଶୁଭାରମ୍ଭ କିରିଛନ୍ତି ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା. ସିଡିପିଓ ସୁମିତ୍ରା ଦେବୀ ତ୍ରିପାଠୀ ଙ୍କ ଆୟୋଜନ କାର୍ଯ୍ୟ କ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା. ପୌରାଧକ୍ଷ ଏମ ସଙ୍କର ରାଓ. ସୁଧୀର ମହାନ୍ତି. ସାଂସଦ ପ୍ରତିନିଧି ରମେଶ୍ୱେର ଜେନା. ବିନାୟକ ଆଚାର୍ଯ୍ୟ. ପିଇଓ ସୁଧାଂଶୁ ରଥ. କାଉନ ସିଲର ସଲମା ବେଗମ. ଙ୍କ ସମେତ ସମସ୍ତ ଅଙ୍ଗନ ୱାଡି କର୍ମୀ. ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା.ସ୍ୱଛ ସ୍ୱଚ୍ଛ ସାଥି ଙ୍କ ସମେତ. ବ୍ଲକ ଓ ଏନ ଏ ସି ର ସମସ୍ତ କର୍ମଚାରି କାଉନ ସିଲର ବୃନ୍ଦ ଉପସ୍ଥିତ ଥିବାର ଜଣା ଯାଇଛି.

କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା

You may have missed