ଜଗତସିଂହପୁର ଜିଲ୍ଲାର ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ଯୋଗଦେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନକୁ ତ୍ବରାନ୍ବିତ…

IMG-20240907-WA0038
Share

        ଜଗତସିଂହପୁର ଜିଲ୍ଲାର ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ଯୋଗଦେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନକୁ ତ୍ବରାନ୍ବିତ କରିବାପାଇଁ ଜଗତସିଂହପୁର ପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର,ରାଜ୍ୟଖେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ୍, ଜଗତସିଂହପୁର ଜିଲ୍ଲା ସାଂସଦ ଡଃ.ବିଭୁପ୍ରସାଦ ତରାଇ, ରାଜ୍ୟ ପୂର୍ବତନ ସାଙ୍ଗଠନିକ ମହାମନ୍ତ୍ରୀ ଶାରଦା ଶତପଥୀ, ଜଗତସିଂହପୁର ନିର୍ବାଚନମଣ୍ଡଳୀ ମଣ୍ଡଳ ପରାମର୍ଶ ଦେଲେ।