September 26, 2026

ଛତ୍ରପୁର ପ୍ରେସ କ୍ଲବ ରେ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜା ଧୁମ ଧାମ ରେ ପାଳିତ 

IMG-20240907-WA0034
Share

 

ଛତ୍ରପୁର -୭/୯/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ପ୍ରେସ କ୍ଲବ ରେ ଅଗ୍ର ପୂଜ୍ୟ ଗଜାନନ ଙ୍କ ପୂଜା କୁ ଧୁମ ଧାମ ରେ ପାଳନ କରାଯାଇଛି ଗଜାନନ ଙ୍କ ମୂର୍ତ୍ତି ସ୍ଥାପନ କରି ବିଘ୍ନ ବିନାଶକ ଗଜାନନ ଙ୍କୁ ପୂଜା କରାଯାଇଥିଲା । ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା କ୍ଳବ ପରିସରରେ ପ୍ରଭୁ ଗଣେଶଙ୍କୁ ଅବାହନ କରାଯିବା ସହ ହୋମ ଯଜ୍ଞ କର୍ମକାଣ୍ଡ କରାଯାଇଥିଲା ।କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଘ୍ନବିନୟକଙ୍କ ନିକଟରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ସେହି ପରି ଆଳତୀ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ପ୍ରୁଭୁଙ୍କ ଆଶୀଷ ଲାଭ କରିଥିଲେ । ଏହି ପୂଜା ରେ ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ପଣ୍ଡା ଉପ ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ସରୋଜ ସାମଲ,ସହ ସମ୍ପାଦକ ଦେବବ୍ରତ ପଣ୍ଡା , କୋଷାଧକ୍ଷ ସତ୍ୟ ନାରାୟଣ ରେଡ୍ଡୀ,ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା,ବରିଷ୍ଟ ସାମ୍ବାଦିକ ବସନ୍ତ ମହାରଣା, ପ୍ରଶାନ୍ତ ମହାରଣା,କ୍ଷୀରୋଦ ଚନ୍ଦ୍ର ସାହୁ, ବିସ୍ମୟ ପ୍ରଧାନ, ସୁଧୀର ନାହାକ ଅଜିତ ସ୍ୱାଇଁ, ରବୀନ୍ଦ୍ର ନାହାକ, ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ ପାଢ଼ୀ, ଦିଲୀପ ସାମଲ, ସନ୍ତୋଷ ସାହୁ,ପ୍ରଦୀପ ସାହୁ ,ସାମ୍ବାଦିକ ଗୌର ହରି ମହା ପାତ୍ର କର୍ତା ଭାବେ ବସି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ

You may have missed