June 19, 2026

ଓଡିଶା ରୁ ମଞ୍ଜୁଳା ପଟ୍ଟନାୟକ ଙ୍କୁ ଆଶା ଇକବାଲ ସମ୍ମାନ

IMG-20240828-WA0017
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ଶ୍ରୀମତୀ ମଞ୍ଜୁଳା ପଟ୍ଟନାୟକ ଙ୍କୁ ଆଜି ଛତିଶଗଡ଼ ଭିଲାଈ ସ୍ଥିତ ନେହୁରୁ ସଂସ୍କୃତି କ ଭବନ ଠାରେ ଆଶା ଇକବାଲ ମହିଳା ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଛି I ଏହି ସମ୍ମାନ 2013ମସିହାରୁ ଆରମ୍ଭ ହୋଇଛି. ଲଗାତାର ଭାବରେ ବର୍ତ୍ତମାନ ସୁଦ୍ଧା ଦେଶ ର 25ଜଣ ମହିଳା ସାମ୍ବାଦିକ ସମ୍ମାନୀତ ହୋଇ ସାରିଥିବା ସହ ଏହି ବର୍ଷ ଦେଶର ଓଡିଶା ରାଜ୍ୟ ସମେତ ଛତିଶଗଡ଼. ଆସାମ. ମହାରାଷ୍ଟ୍ର. ମଧ୍ୟ ପ୍ରେଦେଶ ର 9ଜଣ ମହିଳା ପତ୍ରକାର ଙ୍କୁ ଆଜି ର କାର୍ଯ୍ୟ କ୍ରମ ରେ ସମ୍ମାନୀତ କିରାଯାଇଛି I ଆଶା ଇକବାଲ ମହିଳା ପତ୍ରକାର ସମ୍ମାନ ଆମ ଛତିଶ ଗଡ଼ ରାଜ୍ୟ ର ଏକ ମହତ୍ୱ ପୂର୍ଣ୍ଣ ଭୂମିକା ରହିଛି. ଏହି ପ୍ରତିଷ୍ଠା ସୂଚକ ସମ୍ମାନ ପ୍ରଦାନ ତେର ବର୍ଷ ଧରି ନିରନ୍ତର ଭାବରେ ପ୍ରତି ବର୍ଷ ଅଗଷ୍ଟ 27ତାରିଖରେ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଉଛି ବୋଲି ଟ୍ରଷ୍ଟ ର ମୁଖ୍ୟ ଆସିଫ ଇକବାଲ ଗଣ ମାଧ୍ୟମକୁ ସୂଚନା ଦେଇଥିବାର ଜଣା ଯାଇଛି I ଅନ୍ୟ ମାନଙ୍କ ମଧ୍ୟ ରେ ଭିଲାଈ ଇସ୍ପାତ ନଗର ରେ ଆୟ ଜିତ କାର୍ଯ୍ୟ କ୍ରମ ରେ ସାଂସଦ ବିଜୟ ବାଘେଲ.ଅବିନାଶ ଠାକୁର. ବିଧାୟକ ରିଂକେଶ ସେନ ଛତିଶଗଡ଼ ଶ୍ରମଜୀବୀ ପତ୍ରକାର କଲ୍ୟାଣ ସଂଘର ମହା ସଚିବ ବଦରୁଦିନ ନିଜାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ. ଏହି ଅବସର ରେ ମୁକେଶ କୁମାର ଙ୍କ 48ତମ ପୁଣ୍ୟ ତିଥି ଉପ ଲକ୍ଷେ ସଂଗୀତ କାର୍ଯ୍ୟ କ୍ରମ ଆୟ ଜନ ଛତିଶ ଗଡ଼ ସାମ୍ବାଦିକ ସଂଘ ଦ୍ୱାରା ହୋଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା.

You may have missed