ସର୍ବୋଚ୍ଚ ନ୍ୟାୟଳୟ ସଂରକ୍ଷଣ ରାୟ ପ୍ରକାଶ କୁ ନେଇ ଅନୁସୂଚିତ ଜାତି ଜନଜାତି ଦଳିତ ସମାଜ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି

ରାୟଗଡା +ଅନୁସୂଚିତଜାତି ଅନୁସୂଚିତ ଜନଜାତ ମିଳିତ ସମାଜ ସୁପ୍ରିମକାର୍ଟ ସଂରକ୍ଷଣ ସମନ୍ଦିୟ କୋଟାର ଉପ ବୋର୍ଗୀକାରଣ କରାଯିବ ଏହା ସହ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତି ଥିବା ସ୍ଵଚ୍ଛଳୟ ବର୍ଗଙ୍କୁ ବାଦ ଦେଇ ଅବେହେଳିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଧାନ କରିପାରିବେ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକାର୍ଟ ଙ୍କ ଏହି ରାୟ କୁ ବିଭିନ୍ନ ଅନୁସୂଚିତ ଜାତି ଜନଜାତି ସଂଗଠନ ପକ୍ଷରୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଛକ ଜାଗାରେ ବେରିକେଟ ବନ୍ଧି ରାସ୍ତା ରୋକ କରି ସର୍ବୋଚ୍ଚ ନ୍ୟାୟଳୟ ସଂରକ୍ଷଣ ରାୟ ପ୍ରକାଶ କୁ ନେଇ ଅନୁସୂଚିତ ଜାତି ଜନଜାତି ଦଳିତ ସମାଜ ପକ୍ଷରୁ ଏବଂ ନିୟମ ଗିରି ଅଞ୍ଚଳର ଡଙ୍ଗରିଆ ମହିଳା ଏବଂ ପୁରୁଷ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଏହାକୁ ବିରୋଧ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି, ଗୋଟିଏ ମେଡିକାଲ ଏବଂ ଜରୁରୀ ସେବା ଛାଡିଦେଲେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ସହିତ ଚକା ଜାମ ହୋଇଥିବା ଦେଖିବାକୁ ମିଳିଛି, ନିୟମଗିରି ସୁରକ୍ଷା ସମିତି ର ଆବାହକ ଲଦ ଶିକକା ଅନୁସୂଚିତଜାତି ଜନ ଜାତି ଦଳିତ ସମାଜ ବର୍ଗ ର ନେତା ମାନଙ୍କ କହିବା ଅନୁଯାଇ ସର୍ବୋଚ୍ଚ ନ୍ୟାୟଳୟ ର ସଂରକ୍ଷଣ ରାୟ କୁ ପୁନର୍ବିଚାର କରାଯିବା ନାହିଁ ସେତେବେଳେ ପ୍ରଯ୍ୟନ୍ତ ଆମର ଆନ୍ଦଳନ ଜାରି ରହିବ ବୋଲି ଅଭିଯୋଗ ଆଣିଛନ୍ତି ଅନୁସୂଚିତ ଜାତି ଜନଜାତି ଦଳିତ ସମାଜ
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ