April 30, 2026

ଉମରକୋଟ ରେ ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ ସଫଳ…..

IMG-20240821-WA0039
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସୁପ୍ରିମକୋର୍ଟଙ୍କ ରାୟ ବିରୋଧ ରେ ଭାରତ ଵନ୍ଦ କରାଯାଇଥିବା ବେଳେ ସେହିଭଳି ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ମଧ୍ୟ ୧୨ଘଣ୍ଟିକା ଵନ୍ଦ ସଫଳ ହୋଇଛି ଏସି,ଏସଟି ପ୍ରତେକ ସଂଘଠନ ମିଳିତ ଦ୍ଵାରା ୧୦ଗୋଟି ବ୍ଲକ ରେ ଦୋକାନ ବଜାର ଗାଡ଼ି ଚଲାଚଳ ଚକ ଵନ୍ଦ କରାଯାଇଥିଲା ଏସି,ଏସଟି ସଂଘଠନ ଦ୍ଵାରା ଯାହା ବର୍ତ୍ତମାନ କିଛି ଔଷଧ ଦୋକାନ ଖୋଲା ରହିଥିବା ବେଳେ ଆମ୍ବୁଲାନ୍ସ ଗାଡ଼ି ମେଡିକାଲ କାମ ରେ ଯାତାୟତ କରୁଥିବା ଲୋକଙ୍କୁ ଛାଡ଼ି ଦେଉଥିବା ଏବଂ ସ୍କୁଲ କଲେଜ ଶିକ୍ଷା ଅନୁଷ୍ଠାନ ସରକାରୀ ବ୍ୟସରକାରୀ କାର୍ଯାଳୟ ଓ ଦୋକାନ ବଜାର ପେଟ୍ରୋଲ ପମ୍ପ ଵନ୍ଦ କରାଯାଇଥିଲା ।