June 1, 2025

ଜିଲ୍ଲାପାଲ ଙ୍କ ଅଭିଯୋଗ ଶୁଣାଣି ଶିବିର 

Share

 

ବରଗଡ : (ଉପାନ୍ତ ଖବର) ବରଗଡ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ଅଧ୍ୟାକ୍ଷତl ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଲ ଶ୍ରୀ ଗୋଏଲ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ଏବଂ ଜିଲ୍ଲା ଜନ ସ୍ଵlସ୍ଥ ଅଧିକାରୀ ଡା, ନିରୁପମା ଷଡ଼ଙ୍ଗୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l ଉକ୍ତ ଶିବିରରେ ଜଳ ସେଚନ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ ଆଦି ସମସ୍ୟା ଆଧାରିତ ସମୁଦାୟ 114ଗୋଟି ଅଭିଯୋଗ ମଧ୍ୟରୁ 11ଗୋଟି ବ୍ୟକ୍ତିଗତ ଓ 23ଗୋଟି ସାମୁହିକ ଅଭିଯୋଗ ର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ର ସମାଧାନ କରିବା ପାଇଁ ଜିଲ୍ଲାପାଲ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l

 

ବରଗଡ ଜିଲ୍ଲା ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)

You may have missed