ଅଶ୍ରୁଳ ଶ୍ରଦ୍ଧାଞ୍ଜଳି..
ଜେଗୁନିଆ ବ୍ଲକ୍ ରାଧାକାନ୍ତ ପୁର ପଞ୍ଚାୟତର ଧାନଘର ନୂଆଗାଁ ର ଜଣେ ସମାଜ ସେବି ପ୍ରାଣନାଥ ସାହୁ ୭୪ ବର୍ଷରେ ଇହଧାମ ପରିତ୍ୟାଗ କରିଛନ୍ତି ପ୍ରାଣନାଥ ସାହୁ ଏକାଧାରାରେ ମିଷ୍ଟଭାଷୀ ନିଷ୍କପଟ ଦୟାଳୁ ଧର୍ମପରାୟଣ ମେଳାପି ଓ ପରୋ ଉପକାରିଥିଲେ ଶେଷ ନିଶ୍ୱାସ ତ୍ୟାଗ ସମୟରେ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ କିନ୍ତୁ ତାଙ୍କରି ଉଦ୍ଦେଶ୍ୟରେ ଦଶାହ ଏକାଦସ ଦ୍ଵାଦସ କାମ ସମାପନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ବିଧାୟକ ପ୍ରଦିପ କୁମାର ସାହୁ ସରପଞ୍ଚ ଓ ବହୁ ବୁଧିଯିବି ରହି ଶୋକ ସଭା ପାଳନ କରିଥିଲେ ପ୍ରାଣନାଥ ସାହୁ ତାଙ୍କ ଚେଷ୍ଟା ରେ ତାଙ୍କ ବୋହୁଙ୍କୁ ବର୍ତ୍ତମାନ ର ସମିତି ସଭ୍ୟା କରାଇଥିଲେ । ବେଗୁନିଆ ରିପୋଟର ମାନସ ରଞ୍ଜନ କର।
