October 5, 2024
Share

 

୧-ଅର୍ଥନୈତିକ ସର୍ଭେ ୨୦୨୩-୨୪: ସୁଯୋଗ, ଆହ୍ବାନ ହେବ AI, କାର୍ଯ୍ୟ କ୍ଷମତା ବଢାଇବ।

 

୨-ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଲୋକସଭାରେ ଦୃଢ ଦାବି କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ।

 

୩-ସଚିବାଳୟ ଅବସରପ୍ରାପ୍ତ ଅଧିକାରୀଙ୍କ ଆଶ୍ରୟସ୍ଥଳ,ଅବସର ପରେ ୨୦୦ରୁ ଉର୍ଦ୍ଧ୍ଵ ଅଧିକାରୀଙ୍କୁ କରାଯାଇଛି ଥଇଥାନ।

 

୪-ଭୁବନେଶ୍ୱର:୨୬ ସୁଦ୍ଧା ଆଉ ଏକ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା।

 

୫-ଭୁବନେଶ୍ୱର:ନୂଆ ମିଡିଆ ଟିମ୍‌ ଗଠନ କଲା ବିଜେଡି, ୧୬ ନେତାଙ୍କୁ ଦିଆଗଲା ଦାୟିତ୍ଵ।

 

୬-ଗୁଣାତ୍ମକ ଚିକିତ୍ସା ପ୍ରଦାନ କରୁଛି ଏମ୍‌ସ ଭୁବନେଶ୍ୱର ଅତ୍ୟାଧୁନିକ ବର୍ଣ୍ଣ୍‌ସ ୟୁନିଟ୍।

 

୭-ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍‌।

 

୮-୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି।

 

୯-ପାଣ୍ଡିଆନଙ୍କ ସଂପର୍କରେ ଭୁଲ୍ ଖବର ପ୍ରକାଶ ପାଇଁ ନ୍ଯୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମା ପ୍ରାର୍ଥନା।

 

୧୦-ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

 

୧୧-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିବୃତି ଦେବା ବେଳେ ମାଇକ, କ୍ୟାମେରା ଓ ଲାଇଟ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣିଲା ବିଜେଡି।

 

୧୨-ଜୟନାରାୟଣ କହିଲେ ବିଜେଡ଼ି ଆୟୁଷ ବହୁତ କମ୍: ପ୍ରମିଳା ଉତ୍ତର ଦେଲେ ବିଧାନସଭା ଛାଡ଼ି ଜ୍ୟୋତିଷ ଦୋକାନ ଖୋଲନ୍ତୁ।

 

୧୩-ରେଢ଼ାଖୋଲରେ ଡବଲ ମର୍ଡର ଜ୍ବାଇଁର ଶାବଳ ଭୁସାରେ ଶାଶୂ ଏବଂ ସ୍ତ୍ରୀ ମୃତ। ଛୁଆକୁ ଧରି ଅଭିଯୁକ୍ତର ଆତ୍ମସମର୍ପଣ।

 

୧୪-ଖଣ୍ଡପଡ଼ା:ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି।

 

୧୫-ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା,ମେ ୧ରୁ ବନ୍ଦ ଅଛି।

 

୧୬-AG ଭାବେ ଦାୟିତ୍ବ ନେଲେ ପିତାମ୍ବର ଆଚାର୍ଯ୍ୟ, ଆଇନ କ୍ଷେତ୍ରରେ ରହିଛି ଦୀର୍ଘଦିନର ଅଭିଜ୍ଞତା।

 

୧୭-ଭୁବନେଶ୍ୱର:୧୦୨୨ ନର୍ସିଂ ଅଫିସର୍ ନିୟମିତ,ହାଇପାଓ୍ବାର କମିଟି ସୁପାରିଶ ଅନୁଯାୟୀ ହେଲା ନିଷ୍ପତ୍ତି।

 

୧୮-ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।

 

୧୯-ନିଟ୍ ପ୍ରସଙ୍ଗରେ ସଂସଦରେ ହଙ୍ଗାମା । ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ । ଧର୍ମେନ୍ଦ୍ର କହିଲେ ପେପର ଲିକର ନାହିଁ ପ୍ରମାଣ।

 

୨୦-ନିଆଁ ଲାଗି INS ବ୍ରହ୍ମପୁତ୍ରରେ ବଡ଼ କ୍ଷତି, ରକ୍ଷା ମନ୍ତ୍ରୀଙ୍କୁ କ୍ଷୟକ୍ଷତି ବିଷୟରେ ଅବଗତ କରାଇଲେ ନୌସେନା ମୁଖ୍ୟ।

 

୨୧-ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୫ ରେ ୬.୫ ରୁ ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଆକଳନ।

 

୨୨-ହିଂସାରେ ଜଳୁଛି ବାଙ୍ଗ୍ଲାଦେଶ, ହରାଇପାରେ ୨୦୨୪ ୱାର୍ଲଡକପ ଆୟୋଜନ, ICC ଶୁଣାଇ ପାରନ୍ତି ନିଷ୍ପତ୍ତି।

 

୨୩-ଜୁଲାଇ ୨୪ରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଚନ୍ଦ୍ର ପଛରେ ଲୁଚିବ ଶନି।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*