May 14, 2026

ମହାନଦୀ କୁ ଡେଇଁ ଛାତ୍ରୀ ନିଖୋଜ..

IMG-20240712-WA0015
Share

 ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି. ତିର୍ତ୍ତୋଲ ଥାନା ତାର୍ତ୍ତୋଲ ମହାନଦୀ ପୋଲ ଉପରେ ଏହି ଘଟଣା ଘଟିଛି, ପ୍ରତେକ୍ଷ୍ୟ ଦର୍ଶୀ ଙ୍କ କହିବା ଅନୁଯାୟୀ, ଝିଅ ଟି ଜୈନିକ ବ୍ୟକ୍ତି ଙ୍କ ସହ ଲିଫ୍ଟ ରେ ଏକ ବାଇକ ରେ ଆସି ତିର୍ତୋଲ ର ତାର୍ତ୍ତୋଲ ପୋଲ ଉପରେ ଓଲ୍ହାଇ ଥିଲା ଓ ସଂଗେ ସଂଗେ ମହାନଦୀ କୁ ଡେଇଁ ପଡିଥିଲା, ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ବୋଟ ର ଯାନ୍ତିକ ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା, ସର୍ଚ୍ଚ ଅପରେସନ ରେ ଦୀର୍ଘ ସମୟ ବିଳମ୍ବ କୁ ନେଇ ସ୍ଥାନୀୟ ବ୍ୟକ୍ତି ଙ୍କ ଭିତରେ ଚାପା ଉତେଜନା ମଧ୍ୟ ଦେଖା ଦେଇଥିଲା, ଘଟଣା କୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ଝିଅ ଟି ର କୌଣସି ଖୋଜ ଖବର ମିଳିନାହିଁ,

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )