August 26, 2026

ପଟାଙ୍ଗୀ ବିଧାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ସୁଧୀରଞ୍ଜନ

IMG-20240710-WA0025
Share

 

 

 

କୋରାପୁଟ ଜ଼ିଲ୍ଲା ପଟାଙ୍ଗୀ ବିଧାୟକ ଶ୍ରୀ ରାମ ଚନ୍ଦ୍ର କାଡମ ଙ୍କୁ ସେମିଲିଗୁଡା ତାଙ୍କ ବାସଭବନ ଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଶ୍ରୀ ସୁଧୀରଞ୍ଜନ ମିଶ୍ର ପରିଚାଳନା ନିର୍ଦେଶକ ଫୂଡ଼ ପ୍ରସେସିଂ ୟୁନିଟ ମଲି ମାର୍ଲା ଏହି ନିର୍ବାଚନ ରେ ବିଜୟୀ ହୋଇଥିବାରୁ ତାଙ୍କୁ ଫୁଲ ତଡା ଦେଇ ସୂବେଚ୍ଛା ଜଣେଇ ଥିଲେ ଏବଂ ଅଞ୍ଚଳ ର ବିକାଶ କୁ ନେଇ ଆଲୋଚନା ହୋଇଥିବା ଶ୍ରୀ ମିଶ୍ର ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ର ଜଣାଯାଇଛି. ଏହି ଅବସରରେ ପଟାଙ୍ଗୀ ବ୍ଲକ ସଭାପତି ଶ୍ରୀ ଅର୍ଜୁନ ବାଙ୍କା,କୋଟପାଡ଼ ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ବାପୁନ ତ୍ରିପାଠୀ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ଓ ଜ଼ିଲ୍ଲା ର ବହୁ କର୍ମୀ ଓ ସୂବେଛୁ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

You may have missed