March 10, 2026

ସ୍ୱର୍ଗତଃ ସୋମନାଥ ଦାସ ଙ୍କର ଦଶାହକାର୍ଯ୍ୟ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି।

883416f7-aba3-49c2-8681-033c5bde3635
Share

ବୋଲଗଡ଼, (ଉପାନ୍ତ ଖବର):ବୋଲଗଡ଼ ଅଞ୍ଚଳର ପାଟବନ୍ଧ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସୋମନାଥ ଦାସ୍ ଙ୍କର ୯୧ ବର୍ଷ ବୟସ ରେ ବାର୍ଦ୍ଧକ୍ୟ ଜନିତ ବିୟୋଗ ଘଟିଥିଲା। ସେ ଜଣେ ପରୋଉପକାରି ମେଳାପି, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ କିଛି ଦିନ ହେବ ଶାରୀରିକ ଅସୁସ୍ଥତା ପଡିଥିଲେ। ତାଙ୍କର ସାନଭାଇ ବୈଦନାଥ ଦାସ୍ ଅବସର ପ୍ରାପ୍ତ ଫରେଷ୍ଟ ଅଟନ୍ତି। ସେଶ ନିଶ୍ୱାସ ତ୍ୟାଗ ସମୟରେ ତାଙ୍କ ପୁଅ ବୋହୂ, ଝିଅ, ନାତି ନାତୁଣୀ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଯାହା କି ପାଟବନ୍ଧ ଗ୍ରାମରେ ଶୋକ ର ଛାୟା ଖେଳିଯାଇଥିଲା। କିନ୍ତୁ ତାଙ୍କରି ଦଶାହ କାର୍ଯ୍ୟ ଉପଲକ୍ଷେ ଗ୍ରାମବାସୀ ମାନେ ଶ୍ରଦ୍ଧାଞ୍ଜଳି ଉତ୍ସବ ପାଳନ କରିଛନ୍ତି।