April 30, 2026

ବୈପାରୀଗୁଡା କାଠ ଡିପୋ ରେ ନିମ୍ନମାନର ପାଚେରି କାନ୍ଥ କାମକୁ ନେଇ ଜନ ଅସନ୍ତୋଷ

ita
Share

 

କୋରାପୁଟ ଜ଼ିଲ୍ଲା ବୈପାରୀଗୁଡା ସଦର ମହୁକୁମା ରେ ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ଼ ଅଧିନରେ ଚାଲୁଥିବା ପାଚେରି କାନ୍ଥ ଅତି ନିମ୍ନମାନର ବୋଲି ଅଞ୍ଚଳ ବାସୀ ଅଭିଯୋଗ କରୁଥିବାର ଜଣା ଯାଇଛି I ସୂଚନା ଅନୁଯାଇ କାନ୍ଥ ନିର୍ମାଣ ପାଇଁ ଠିକ ସେ ଗାତ ଖୋଳା ହୋଇଛି ନା ପିଲର. କେତେ ଅଟକଳ ମୂଲ୍ୟ ତାହାର ନାମ ଫଳକ ନାହିଁ ମଜୁରୀଆ ଙ୍କ ମଜୁରୀ ଉଲେଖ କରା ଯାଇନାହିଁ ଏଭଳି ବିଭିନ୍ନ ଅଭିଯୋଗ ରହିଥିବାର ଜଣା ଯାଇଛି. (କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା)

You may have missed