April 30, 2026

ପବିତ୍ର ପଣାସଂକ୍ରାନ୍ତି ରେ ପୁରୀର ପ୍ରତ୍ୟେକ ଜାଗା ଆଖଡ଼ା ସହିତ ଶିରୁଳି ମହାବୀର ଦର୍ଶନ କରିଲେ ଭାରତୀୟ ଜନତା ପାର୍ଟିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର l

40l
Share

                                 ପବିତ୍ର ପଣାସଂକ୍ରାନ୍ତି ରେ ପୁରୀର ପ୍ରତ୍ୟେକ ଜାଗା ଆଖଡ଼ା ସହିତ ଶିରୁଳି ମହାବୀର ଦର୍ଶନ କରିଲେ ଭାରତୀୟ ଜନତା ପାର୍ଟିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର lପବିତ୍ର ପଣାସଂକ୍ରାନ୍ତି ରେ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ସହିତ ପୁରୀ ସହରର ୫୨ଟି ଜାଗା ଆଖଡ଼ା ବୁଲି ପଣା ଉର୍ତ୍ସବ ପାଳନ କରି ସତ୍ୟବାଦୀ ର ଖାଇଫୋଡ଼ ଯାଇ ପହଂଚିଥିଲେ ଶିରୁଳି ମହାବୀର ଙ୍କ ପୀଠରେ l ସେଠାରେ ପୁରୀଜିଲ୍ଲା ଯୁବ ମୋର୍ଚା ଉପସଭାପତି ବାହୁଡା଼ ପ୍ରଧାନ ସଦର ମଣ୍ଡକ ସଭାନେତ୍ରୀ ବିଦ୍ୟୁତପ୍ରଭା ଙ୍କ ସହିତ ଶତାଧିକ ବିଜେପି କର୍ମୀ ସମ୍ବିତ ପାତ୍ରଙ୍କ ସହିତ ଶିରୁଳି ମହାବୀର ଦର୍ଶନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed