April 30, 2026

ବୋରିଗୁମ୍ମା ବାଇକ ଧକା ଘଟଣା ସ୍ଥଳ ରେ ମୃତ…

gad
Share

 

କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା କୋଟପାଡ଼ ଗୋଟିଏ ଲୁଗା ଦୋକାନ ସମୁଖରେ ଏକ ଦୁର୍ଘଟଣା ଘଟି ଯାଇଛି. କୋଟପାଡ଼ ବ୍ଲକ ଢାମଣା ହାଣ୍ଡି ଗ୍ରାମର ପ୍ରାତି ସାହାସିକ ଏକ ନାବାଳିକା ର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇ ଥିବାର ଜଣା ଯାଇଛି. ପ୍ରାତି ତାଙ୍କ ସମ୍ପର୍କୟ ଙ୍କ ବାହା ଘର କୁ ଆସିଥିବା ବେଳେ ଦୁଇ ଜଣ ବାଇକ ରେ ପଛ ପଟୁ ଧୋକା ଥିବା ପ୍ରତ୍ୟକ୍ଷ ଦର୍ସିଙ୍କ ଠାରୁ ଜଣା ଯାଇଛି. ମେଡିକାଲ ରେ ଭର୍ତ୍ତି କରା ଯାଇଛି ଶବ ବ୍ୟବ ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର ହେବ ବୋଲି ଜଣା ଯାଇଛି ତୁରନ୍ତ ଘଟଣାର ତଦଣ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଧୃଡ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି.( କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)

You may have missed