May 31, 2026

ମୋହନା ରୁ ବିଜେଡି ପ୍ରାର୍ଥୀ ହେଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ …

polo
Share

ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେଥିମଧ୍ୟରୁ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ଦଳୀୟ ସୁପ୍ରିମୋ ବିଜେଡି ଦଳରୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଦଳର ପ୍ରାର୍ଥୀ ଘୋଷଣା କରିବା ସଙ୍ଗେ ନିଜ ଦଳ ପ୍ରାର୍ଥୀଙ୍କୁ ଆଶ୍ରିବାଦ କରିବା ନିମନ୍ତେ ଅନୁରୋଧ କରିଛନ୍ତି।