March 10, 2026

ପ୍ରସାସନ ନିୟମ କୁ ବେଖାତିର୍, ଆଜି ପ୍ରସାସନ ଦେଖାଇଛି ତାର ତପ୍ତରତା..

0po
Share

ବାର୍ ବାର୍ କହିବା ପରେ ବି ଅମାନିଆ ଛାଡିଲେନି ଜବରଦଖଲ କରିଥିବା ଜାଗା,,

ଜବରଦଖଲ ର ଉଛେଦ ଆରମ୍ଭ
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ଵର,, ନୀଳଗିରି, ମିତ୍ରପୁର

ଆଜି ପ୍ରଶାସନ ଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ବଜାର ରେ ରାସ୍ତାର ପ୍ରଶସ୍ତି କରଣ ପାଇଁ ଜବର ଦଖଲ କରିଥିବା ଜାଗା ଗୁଡ଼ିକ,, ସ୍ଥାନୀୟ ପ୍ରଶାସନ ଙ୍କର ଉପସ୍ଥିତ ରେ ଜେସିବି ମାଧ୍ୟମରେ ଭଙ୍ଗା ରୁଜା କରାଯାଇଛି,,
ତେଣୁ ଉକ୍ତ କାର୍ଯ୍ୟରେ ନୀଳଗିରି ତହସିଲଦାର, ଦିପ୍ତିମଇ ବେହେରା,, ଆସିଷ୍ଟାଣ୍ଟ କଲେକ୍ଟର: ଇଶ୍ଵର ଚନ୍ଦ୍ର ରଣା,
ମିତ୍ରପୁର A R I ,, ଲିପିକା ଦାସ୍,
ନୀଳଗିରି ଥାନା ଅଧିକାରୀ ,, ତଥା
ଜିତେନ୍ କୁମାର ନାୟକ
ରେଭିନୀୟୂ ସୁପର ଭାଇଜର୍, ଅମିତା ବେହେରା,,ଓ
ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ,,,

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,