March 10, 2026

ଦୀର୍ଘ ଦୀନର ସ୍ବପ୍ନ ହେଲା ସାକାର….

juyui
Share

 

LAW VOLLTAGE ରେ ରହୁଥିବା ଗ୍ରାମବାସୀ ପାଇବେ ସମ୍ପୁର୍ଣ୍ଣ VOLLTAGE..

ଗ୍ରାମର ଲାଗିଲା ନୂତନ ଟ୍ରାନ୍ସପରମର,,,

ବାଲେଶ୍ବର, ନୀଳଗିରି,, ଚଣ୍ଡୀପୁର

ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଚଣ୍ଡୀପୁର ଗ୍ରାମ ରେ ଲାଇନ୍‌ ପାଇଁ ବହୁ ଅସୁବିଧା , ସବୁବେଳେ ପୁରା LAW VOLLATGE କେତେବେଳେ ଲାଇଟ୍ ଡିମ୍ ଜଳୁଛି ତ କେତେବେଳେ ପାଣି ମଟର ଚାଲୁନାହିଁ ,
କାହିଁ କେତେ ଦିନରୁ ( NESCO ) ଥିଲା ପାଖରୁ ଅଭିଯୋଗ କରି କରି ଆସୁଥିଲେ ବି କେହି କିଛି କହୁ ନ ଥିଲେ କି କାର୍ଯ୍ୟ କରୁ ନଥିଲେ,,

ଗ୍ରାମର, ଗୋଟିଏ 100 K.V A ଟ୍ରାନ୍ସପରମର କୁ ୧୦୦ ଉପରେ କଞିମର୍,, VOLLTAGE ଆସିବ କେଉଁଠୁ‌ ?

କିନ୍ତୁ ବର୍ତ୍ତମାନ ଲାଇନ କୁ ( TATA POWER ) ନେଲା ପାଖରୁ ନୁଆ କର୍ମଚାରୀ ମାନଙ୍କୁ ନେଇ ଠିକ ସେ କାର୍ଯ୍ୟ କରୁଛନ୍ତି,
ଆଜି ମିତ୍ରପୁର ସେକ୍ସନ୍ ରେ ଥିବା ନୂତନ ଜେଇ ବିଦ୍ୟୁତ ଦାସ୍ ଓ ଲାଇନ୍ ମେନ୍ ଅଜିତ୍ କୁମାର ସେନାପତି ଙ୍କ ନେତୃତ୍ବରେ
ଚଣ୍ଡୀପୁର ଗ୍ରାମ ରେ ୧ ନୂତନ ଟ୍ରାନ୍ସପରମର ଲାଗି ଯାଇଛି,
ଏତେ ଦିନ ପରେ ଗ୍ରାମ ବାସୀ ମାନେ ସମ୍ପୂର୍ଣ VOLLATGE ପାଇ ପାରିଛନ୍ତି,,,
ନୂତନ ଜେଇ ଓ ଲାଇନ୍ ମେନ୍ ଙ୍କ ର ଏହି ମହତ୍ବ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ଖୁବ୍ ପ୍ରଶଂସା କରିଛନ୍ତି,,,

ବାଲେଶ୍ବର ଜଲ୍ଲାରୁ ଦେବାଶିଷ ଦାଶ କ୍କ ରିପୋର୍ଟ୍,,