June 21, 2026

ଧରାପୃଷ୍ଠରେ ବିଜେ ହେଲେ ଗଣପତି ବାବା !

IMG-20230919-WA0031
Share

ଧରାପୃଷ୍ଠରେ ବିଜେ ହେଲେ ଗଣପତି ବାବା !
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାହାଙ୍ଗାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ରେ ଦେଖିବାକୁ ମିଳିଛି ବିଘ୍ନବିନାଶନ ଶ୍ରୀ ଶ୍ରୀ ଗଣେଷ ଙ୍କ ପୂଜା! ଏହି ପୂଜା ଅନୁଷ୍ଠାନଟି ବହୁ ବର୍ଷ ପୂର୍ବରୁ ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ଗ୍ରାମରେ ଅନୁଷ୍ଠିତ ହୋଇଆସୁଅଛି! ପ୍ରଥମେ କଳସ ଶୋଭାଯାତ୍ରା କରାଯାଇ ଶ୍ରୀଗଣେଷଙ୍କ ଆବାହନ, ହୋମ କାର୍ଯ୍ୟ, ଭକ୍ତିପୂତ ପୁଷ୍ପାଞ୍ଜଳି ଦିଆଯାଏ !ବିଘ୍ନବିନାଶନଙ୍କ ପୂଜା ସାତ ଦିନ ବ୍ୟାପି ଓଡ଼ିଆ ପରମ୍ପରିକ ନୁର୍ତ୍ୟ, ପାଲା ପରିବେଷଣ, ଭଂଜନ ସନ୍ଧ୍ୟା ଓ ଘୋଡା ନାଚ ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ !
ମାହାଙ୍ଗାରୁ ଅନିରୁଦ୍ଧ ପାଣିଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା !