April 19, 2025

ସାଧାରଣ ଲୋକଙ୍କ ହିତ ପାଇଁ ନୂତନ ଚିକେନ କେନ୍ଦ୍ର ଉଦଘାଟିତ ।

Share

ସାଧାରଣ ଲୋକଙ୍କ ହିତ ପାଇଁ ନୂତନ ଚିକେନ କେନ୍ଦ୍ର ଉଦଘାଟିତ ।
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଅସ୍ତରଙ୍ଗ ବଜାରରେ ଶୁକ୍ରବାର ଦିନ ଉଦଘାଟିତ୍ ହୋଇଛି ନୂତନ ଚିକୀନ ଯୋଗାଣ କେନ୍ଦ୍ର । ଏହି ଚିକିନ୍ କେନ୍ଦ୍ର ଟି ଅସ୍ତରଙ୍ଗ ର ଯୁବ ବ୍ୟବସାୟୀ ସୌମ୍ୟାରଞ୍ଜନ ପରିଡ଼ା ଙ୍କ ଦ୍ଵାରା ପରି ଚଳିତ ହେଉଥିବା ବେଳେ,ଚିକିନ କେଜି ବଜାର ଦର ପ୍ରତି ୨୦୦ଥିବା ବେଳେ,ଏହି ଚିକିନ କାଉଣ୍ଟର ରେ ୧୫୦ଟଙ୍କା କେଜି ପ୍ରତି ରଖା ଯାଇ ଅଛି । ଏହି ବିଷୟ ପ୍ରଚାରିତ ହେବା ପରେ,ବହୁ ଗରାଖ ନୂତନ ଭାବେ ଚିକନ୍ ଖୋଲିଥିବା ଦୋକାନରେ ପହଞ୍ଚି, ଦେଶୀ ଚିକିନ ଓ ବ୍ରୟଲର ଚିକିନ କିଣି ନେଇ ଥିବାର ଦେଖା ଯାଇ ଥିଲା । ଏହି ଦର,ଆଗାମୀ ଦିନରେ ଅପରି ବତ୍ତିତ୍ ରହିବା ସହ, ଅତ୍ୟାଧୁନିକ ଉପାୟରେ ଚିକିନ, ମଟନ୍ ଓ ମାଛ ଯୋଗାଇ ଦିଆଯିବା ଓ ବିଭାଘର ଅନ୍ୟାନ୍ୟ ଭୋଜି ଆଦି ପାଇଁ , ଗରାଖଙ୍କୁ ନ ବାଧିଲା ଭଳି ଆମିଷ ଦ୍ରବ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି, ଫୁଡ୍ ଓଡ଼ିଶା ନନ ଭେଜ ପାର୍ଲର ,ଅସ୍ତରଙ୍ଗ ତରଫରୁ ଜଣାଇ ଦିଆ ଯାଇ ଅଛି ।                                                              ଦୁଃଶାସନ ନାୟକ,ଅସ୍ତରଙ୍ଗ