March 10, 2026

ମୋହନା ନିର୍ବାଚନ ମଣ୍ଡଳୀ ର ପରିବଦ୍ଧିତ କାର୍ଯ୍ୟ କାରିଣୀ ଵୈଠକରେ ଯୋଗ ଦେଲେ ମାନ୍ୟବର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ —

IMG-20230814-WA0026
Share

ମୋହନା ନିର୍ବାଚନ ମଣ୍ଡଳୀ ର ପରିବଦ୍ଧିତ କାର୍ଯ୍ୟ କାରିଣୀ ଵୈଠକରେ ଯୋଗ ଦେଲେ ମାନ୍ୟବର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ——-

******ମୁକେଶ ପ୍ରଧାନ ****
ଆଜି ଗଜପତି ଜିଲ୍ଲା ରା,ଉଦୟଗିରି କଲ୍ୟାଣ ମଣ୍ଡପରେ ମୋହନା ନିର୍ବାଚନ ମଣ୍ଡଳୀ ରେ ପରିବଦ୍ଧିତ କାର୍ଯ୍ୟ କାରିଣୀ ଵ୍ୟୈଠକ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟ କାରିଣୀ ଵ୍ୟୈଠକ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ତଥା ମୋହନା ନିର୍ବାଚନ ମଣ୍ଡଳୀ ର ଚେୟାରମ୍ୟାନ ଲଖ୍ମିନାରାୟଣ ଶବର,ରଞ୍ଜିବ ଶବର,ଜିଲ୍ଲା ମହିଳା ସଭାପତି ତଥା ରାୟଗଡ ଚେୟାରମ୍ୟାନ ପୁର୍ଣ୍ଣବାସୀ ନାୟକ, ମୋହନା ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ୍ ସଭାପତି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ, ଏମ୍.ପି ପ୍ରତିନିଧି, ତଥା ସମସ୍ତ ବିଜୁପରିବାରର କର୍ମୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।ମାନ୍ୟବର ମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଜନସାଧାରଣ ଙ୍କୁ ଅବଗତ କରାଇବା ସହ ଜଙ୍ଗଲ ଜମିର ପଟା ବଣ୍ଟନ କରିଛନ୍ତି ।ଆଗାମୀ ଦିନରେ ସମସ୍ତ ବିଜୁପରିବାରର କର୍ମୀ ଏକତ୍ରିତ ହୋଇ ଦୁଇଗୋଟି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଯେଭଳି ଭାବରେ ଆସିପାରିବ ତା ଉପରେ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ।ତତ୍ ସହିତ ନୁଆଗଡ଼ ବ୍ଲକ୍ ରେ କଲ୍ୟାଣ ମଣ୍ଡପ, ପାରଳାଖେମୁଣ୍ଡି ରେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ମାନ୍ୟବର ମନ୍ତ୍ରୀ ଙ୍କ କରକମଳରେ ଉଦ୍ଘାଟନ କରିଛନ୍ତି ।