October 18, 2026

ସ୍ୱାଧୀନତା ଦିବସର ଅଭିନନ୍ଦନ

IMG-20230814-WA0003
Share

ସ୍ୱାଧୀନତା ଦିବସର ଅଭିନନ୍ଦନ ——-
ଏହି ମହାନ ଦିନରେ ଆମ ଦେଶର ଟେକ ରଖିବା ସହ ସ୍ୱାଧୀନତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବା। ଏହି ଦିନ ସମସ୍ତ ଙ୍କ ପାଇଁ ଖୁସିର ଦିନ ହେଉ, ଏତିକି କାମନା।
ଶ୍ରୀଯୁକ୍ତ ମୋହନ ନାୟକ
ଶିକ୍ଷକ ସଂଘ ସଭାପତି
କୋଟପାଡ଼ ବ୍ଲକ, କୋରାପୁଟ, ଓଡ଼ିଶା।