April 24, 2026

ବାଲିପଦର କଲେଜରେ ତମାଖୁ ବର୍ଜନ ଦିବସ ପାଳିତ

IMG-20230731-WA0022
Share

ବାଲିପଦର କଲେଜରେ ତମାଖୁ ବର୍ଜନ ଦିବସ ପାଳିତ—
——————————————
ବୁଗୁଡା:-ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ +୨ ସ୍ରୋତ ଠାରେ ବିଶ୍ବ ତମାଖୁ ଦିବସ ପାଳନ ହୋଇ ଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସଭାରେ ବରିଷ୍ଠ ପ୍ରଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି ଅଧ୍ଯକ୍ଷତା କରିଥିବା ବେଳେ ଅତିଥି ଭାବେ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସରୋଜ କାନ୍ତ ଦାସ, ଭାବଗ୍ରାହୀ ପଣ୍ଡା, ସଞ୍ଜୟ କୁମାର ପାତ୍ର, କାହ୍ନୁଚରଣ ଦାସ, ଜ୍ଞାନ ଚାନ୍ଦ ଗୌଡ, ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ବର୍ଜନ ପାଇଁ ପରାମର୍ଶ ଦେବା ସହ ଶପଥ ପାଠ କରାଇ ଥିଲେ।
——–+——-

You may have missed