June 20, 2026

ବ୍ଲଡ୍ ଡୋନର୍ସ ଗ୍ରୁପ୍ର ମେଗା ରକ୍ତଦାନ ଶିବିର,୯୭ ୟୁନିଟ୍ ସଂଗ୍ରହ…

yugyug
Share

ସମ୍ବଲପୁର(ହୀରାକୁଦ) ଗଣତନ୍ତ୍ର ଦିବସ ଅବସରରେ ବ୍ଲଡ଼ ଡୋନର୍ସ ଗ୍ରୁପ ହୀରାକୁଦ ପକ୍ଷରୁ ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇତଥିଲା । ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ସିଦ୍ଧାର୍ଥ ବାଗ ,ଲାଲୁ ପଟ୍ଟନାୟକ , କରୁଣା ସାହୁ, ଗଣେଶ ସଂଜୀବ,ନନ୍ଦିଘୋଷ ପ୍ରହଲ୍ଲାଦ ଓ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭ୍ୟ /ସଭ୍ୟା କରୁଣାକର ବିଶ୍ୱାଳ, ହରେକୃଷ୍ଣ ବେହେରା, କେ.ସାଇପ୍ରସଦ ରାଓ,ଯୋସେଫ ପ୍ରଧାନ,ମନୋଜ ପ୍ରଧାନ ସତ୍ୟପ୍ରିୟ ପାଣ୍ଡେ , ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର ତ୍ପ୍ରମୁଖ ଏହାକୁ ପରିଚାଳନା କରିଥିଲେ i ଏହି ରକ୍ତଦାନ ଶିବିରରେ ସର୍ବମୋଟ ୯୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ସର୍ବ ପ୍ରଥମେ ସମାଜସେବୀ ଡା.ରାଜାରାମ ଷଡ଼ଙ୍ଗୀ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରି ୬ ଜଣ ନିୟମିତ ରକ୍ତଦାତା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ l

You may have missed