April 26, 2026

ଶ୍ରୀକ୍ଷେତ୍ର ପୁରୀର ପଞ୍ଚକୋଶୀ ଅଞ୍ଚଳକୁ ମଦମୁକ୍ତ କରାଯାଉ

jyhgtu
Share

ଶ୍ରୀକ୍ଷେତ୍ର ପୁରୀର ପଞ୍ଚକୋଶୀ ଅଞ୍ଚଳକୁ ମଦମୁକ୍ତ କରାଯାଉ। ଶ୍ରୀକ୍ଷେତ୍ର ଏକ ଆଧ୍ୟାତ୍ମିକ ସ୍ଥଳ ଏଠାରେ ମଦ ଦୋକାନ ଆଧ୍ୟାତ୍ମିକତା କୁ ନଷ୍ଟ କରୁଛି ତେଣୁ ସରକାର ଲାଇସେନ୍ସ ପ୍ରାପ୍ତ ମଦକୁ ସଂମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ଏହି ପବିତ୍ର କ୍ଷେତ୍ରକୁ ନିରାପଦ ଓ ଗାରିମାମୟ କରିବାପାଇଁ ଏଠାରେ ମଦ ବିକ୍ରି ଓ ଆଦି ସମସ୍ତ ନିଶା ଦ୍ରବ୍ୟ ବ୍ୟବହାରକୁ ନିଷେଦ୍ଧ କରାଯାଉ ବୋଲି ପବିତ୍ର ଗାନ୍ଧୀ ସ୍ମୃତିପୀଠ ଠାରେ ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସରେ ସ୍ବେଚ୍ଛାସେବୀ ମାନେ ସଂଙ୍କଳ୍ପ ନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆହ୍ବାନରେ ମିଶନ ଓଡିଶା, ପ୍ରତିଶୃତି, ବିଶ୍ବହିନ୍ଦୁ ପରିଷଦ, ସେଣ୍ଟଜୋନ ଆମ୍ବୁଲାନ୍ସ ଆଦି ପୁରୀର ବିଭିନ୍ନ ଅନଷ୍ଠାନ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ