April 30, 2026

କଳାହାଣ୍ଡି ଆରକ୍ଷ ଅଧିକାରୀଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ ନଷ୍ଟ

IMG-20251129-WA0015
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମଦନପୁର ରାମପୁର ବ୍ଲକର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ମୋହନଗିରି ପଞ୍ଚାୟତ, ସିଙ୍ଗପୁର ପଞ୍ଚାୟତ, ଶତ୍ରୁବାଲି ପଞ୍ଚାୟତ ତଥା ବଡ଼ସୁଲି ପଞ୍ଚାୟତ ଗୁଡିକର ବିଭିନ୍ନ ଗ୍ରାମରେ ଜଙ୍ଗଲ ଜମି ଗୁଡିକରେ ପ୍ରବଳ ମାତ୍ରାରେ ଚୋରାରେ ଗଞ୍ଜେଇ ଚାଷ କରାଯାଇଥିବା ନେଇ ଖବର ପାଇ ଆଜି କଳାହାଣ୍ଡି ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ମ. ରାମପୁର ପୋଲିସ, ମୋହନଗିରି ପୋଲିସ, ଅବକାରୀ ବିଭାଗ ଓ ବନବିଭାଗର ଏକ ଚାଳିଶ ଜଣିଆ ମିଳିତ ଟିମ ଗଠନ କରାଯାଇ ଉକ୍ତ ପଞ୍ଚାୟତ ଗୁଡିକର ବିଭିନ୍ନ ଗ୍ରାମ ଗୁଡିକରେ ଚୋରା ଗଞ୍ଜେଇ ଚାଷ କରାଯାଇଥିବା ସ୍ଥାନ ଗୁଡିକରେ ଚଢ଼ାଉ କରି ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ଗଞ୍ଜେଇ ଗଛ ଗୁଡିକ ନଷ୍ଟ କରାଯାଇଥିବା ବେଳେ,ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ’ ଆଗକୁ ଆହୁରି ଅନେକ ସ୍ଥାନରେ କରାଯାଇଥିବା ଗଞ୍ଜେଇ ଚାଷ ଗୁଡିକୁ ନଷ୍ଟ କରାଯିବ।

You may have missed