June 19, 2026

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଭେଟିଲେ ପୂର୍ବତନ ପରଳା ବିଧାୟକ. 

IMG-20241028-WA0030
Share

 

 

କାଶୀନଗର

ତା 28/10/24

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବ ପଞ୍ଚାୟତର ନାଏବ ସରପଞ୍ଚ ସତୀଶ କୁମାର ପାରଳାଖେମୁଣ୍ଡି ଭଳି ଏକ ପୁରୁଣା ସହରରେ ସାଧାରଣ ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ସେମାନଙ୍କ

ନିମନ୍ତେ ଉଚ୍ଚ କୋଟିର ମେଡିକାଲ ସୁବିଧା ପହଞ୍ଚେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଏହି ଅଞ୍ଚଳରେ ଏକ ଉନ୍ନତ ମାନର ମେଡିକାଲ କଲେଜର ସ୍ଥାପନା ଏବଂ ସବୁ ମେଡିକାଲ ରେ ଏକ ଵିଶେସଜ୍ଞ ଡକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ.

You may have missed