June 19, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଧୁମ୍ ଧାମରେ ପାଳନ……….

IMG-20240828-WA0022
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନଵରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଇଅଛି ସେଥିମଧ୍ୟରୁ ଝରିଗାଁ ବ୍ଳକର ଝରିଗାଁ ଵାଲମନ୍ଦିର,ଚଛା,କାଟର ଗଡିଆ ସାହି ଓ ଜୁନାପାରା, ଛତା ଆମ୍ଭର ରାଧା କୃଷ୍ଣ ମନ୍ଦିର ଠାରେ, ଏକାମ୍ଭା,ଉମରକୋଟ ଵ୍ଳକର ସେମଲା, ଉମରକୋଟ ପୈାରପରିଷଦର ଓଃଡ୍ ନଂ-୨ର ଗତି ଗୁଡା ,ଶିଶୁମନଦୀର, ବିଶ୍ବହିନ୍ଦୁ ପରିଷଦଠାରେ ନଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ଏଅଞ୍ଚଳର ପ୍ରାୟତ ଯାଦବ ବା ଗୈାଡ ସଂପ୍ରଦାୟ ସମାଜର ଵେକ୍ତିମାନେ ବିଶେଷ କରି କରିଥାନ୍ତି ଝରିଗାଁ ଵ୍ଳକର ଛତା ଆମ୍ଭ ଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଉତ୍କଳ ଯାଦବ ମହାସଭା ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ସାମାନ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଜିଲ୍ଲା ଯୁବଯାଦଵ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ତ୍ରୀନାଥ ମୁଦୁଲି, ସଂପାଦକ ଶ୍ରୀ ଯୁକ୍ତ ଡମ୍ବରୁଧର ଗୈାଡ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ୟା ଗୈାଡ, ସଭାପତି ଶ୍ରୀଯୁକ୍ତ ଭୁବନ ଗୈାଡ, କାଟର ଗଡିଆ ସାହିରେ ମୁଖ୍ୟଅତିଥି ରୁପେ ଯୋଗଦେଇ ଥିଲେ ପୁର୍ବତନ ଝରିଗାଁ ଅଧ୍ୟକ୍ଷ ପ୍ରଶ୍ନ ମାଝି, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ଝରିଗାଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୃର୍ଗା ପ୍ରସାଦମାଝୀ, ଅନ୍ୟତମ ଅତିଥି ଝରିଗାଁ ବ୍ଳକ ସାଧାରଣ ସଂପାଦକ ଶ୍ରୀଯୁକ୍ତ ନଦ ଗୈାଡ ସୋମେତ ପ୍ରତ୍ୟେକ ଉତ୍ସବ ରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାବେଶରେ ଯୋଗଦେଇ ଥିଲେ ଓ କୁନି କୁନି ଛାତ୍ରଛାତ୍ରୀମାନେ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୃତ୍ୟ ନୃତ୍ୟ ଗୀତରେ ସହର ପରିକ୍ରମା କରି ଆନଦ ଉଲ୍ଲାସରେ ଭରିଦେଇ ଥିଲେ । ଶେଷ ରେ ଦଦିହାଣ୍ଡି ଭାଙ୍ଗୁଦଳକୁ ପ୍ରମାଣ ପତ୍ର ସହ କିଛି ଅର୍ଥ ସାହାଯ୍ୟ କରିଥିଲେ।

You may have missed