November 26, 2024

Day: August 28, 2024

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର୍

  ବେଲଗୁଣ୍ଠା, 28/08, ରାସ୍ତା ଉପରେ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣରୂପେ ଜଳି ଯାଇଛି ଏକ ଇଣ୍ଡିଗୋ କାର୍ I ଘଟଣାଟି ଘଟିଛି ବେଲଗୁଣ୍ଠା ବ୍ଳକ୍ ର କଣ୍ଟେଇପଲ୍ଲୀ...

ଉମରକୋଟ ଅନ୍ତର୍ଗତ ବେହେଡା ପଂଚାୟତର ନୂଆଗୁଡା ଗ୍ରାମରେ ବି.ଜେ.ପି. ର ବେହେଡା ମଣ୍ଡଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ………..

  ଉମରକୋଟ:-(ଏମ୍ ଦିନା°ଶୁ ଆଚାରୀ)୨୮/୦୮/୨୦୨୪ ଆଜି ଉମେରକୋଟ ବ୍ଲକର ବେହେଡା ପଂଚାୟତର ନୂଆଗୁଡା ଗ୍ରାମରେ ବେହେଡା ମଣ୍ଡଳର ପାଞ୍ଚ ଗୋଟି ପଂଚାୟତର ଭାରତୀୟ ଜନତା ପାର୍ଟିର ମୁଖ୍ୟ...

ସ୍କୁଟି ସହ ଭେନ୍ ମୁହାଁମୁହିଁ ଧକ୍କା ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ୍ୟୁ..

.ଭବାନିପାଟଣା (୨୮/୮) ଆଜି ସକାଳ ପ୍ରାୟ ୭.୧୫ ସମୟରେ ଭବାନିପାଟଣା ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କୁଟି(ଓଡ଼ି ୦୮ ହେଚ ୫୧୯୫) ଓ ସି.ଆର.ପି.ଏଫ୍. କେଣ୍ଟିନ ଭେନ...

ସ୍କୁଟି ସହ ଭେନ୍ ମୁହାଁମୁହିଁ ଧକ୍କା ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ୍ୟୁ…

ଭବାନିପାଟଣା ଆଜି ସକାଳ ପ୍ରାୟ ୭.୧୫ ସମୟରେ ଭବାନିପାଟଣା ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କୁଟି(ଓଡ଼ି ୦୮ ହେଚ ୫୧୯୫) ଓ ସି.ଆର.ପି.ଏଫ୍. କେଣ୍ଟିନ ଭେନ ମଧ୍ୟରେ...

ଗଜପତି:- ଜିଲ୍ଲାସ୍ତରୀୟ ୨୧ ତମ ପ୍ରାଣୀ ସମ୍ପଦ ଡିଜିଟାଲ ଗଣନା ୨୦୨୪ ଶୁଭାରମ୍ଭ ସମେତ ମୋବାଇଲ ଆପ ମାଧ୍ୟମରେ ଗଣନାକାରୀ ଓ ତଦାରଖକାରୀ ପ୍ରଶିକ୍ଷଣ

  ଭାରତ ସରକାରଙ୍କ ଏନିମଲ ହଜବେଣ୍ଡ୍ରି ଏବଂ ଡାଇରିଂ ମନ୍ତ୍ରଣାଳୟଙ୍କ ପ୍ରାୟୋଜିତ ୨୧ ତମ ପଶୁପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ...

ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ବୈଠକ ଓ ସଫେଇ ଅଭିଯାନ

  ଛତ୍ରପୁର -ତା -୨୮/୮/୨୪(ଅରୁଣ କୁମାର ପଣ୍ଡା )ଆଗକୁ ଆସୁଛି ପାର୍ବଣ ଋତୁ। ତା ପୂର୍ବରୁ ସମସ୍ତ ଦେବୀ ପୀଠ ଚଳଚଞ୍ଚଳ ହୋଇପଡିଛି। ଏଥିରୁ ଛତ୍ରପୁରର ନିକଟବର୍ତୀ...

ଅଡବା ଥାନା ଅଞ୍ଚଳରେ ଅବକାରୀ ଚଢାଉ ବିପୁଳ ପରିମାଣର ପୋଚ ଓ ମଦ ଜବତ ଜଣେ ଗିରଫ …

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧୀନରେ ଥିବା ଆଲିଗଣ୍ଡା ଓ ଭାଲିଆସାହି ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଚାନକ ଚଡାଉ କରି ୧୯୦୦ଲିଟର...

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଧୁମ୍ ଧାମରେ ପାଳନ……….

  ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନଵରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଇଅଛି ସେଥିମଧ୍ୟରୁ ଝରିଗାଁ ବ୍ଳକର ଝରିଗାଁ ଵାଲମନ୍ଦିର,ଚଛା,କାଟର ଗଡିଆ...

ଓଡିଶା ରୁ ମଞ୍ଜୁଳା ପଟ୍ଟନାୟକ ଙ୍କୁ ଆଶା ଇକବାଲ ସମ୍ମାନ

      କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ଶ୍ରୀମତୀ ମଞ୍ଜୁଳା ପଟ୍ଟନାୟକ ଙ୍କୁ ଆଜି ଛତିଶଗଡ଼ ଭିଲାଈ ସ୍ଥିତ ନେହୁରୁ ସଂସ୍କୃତି କ ଭବନ ଠାରେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.