April 29, 2026

ଦୟନୀୟ ଅବସ୍ଥାରେ ଗଞ୍ଜାମ ଏନ. ଏ. ସି ରୋଡ଼ କାମ

IMG-20230528-WA0011
Share

ଦୟନୀୟ ଅବସ୍ଥାରେ ଗଞ୍ଜାମ ଏନ. ଏ. ସି ରୋଡ଼ କାମ
====================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନ. ଏ. ସି. ନିର୍ମାଣଧିନ ରାସ୍ତା କାମ ଅବସ୍ଥା ସୋଚନିୟ ନାମକୁ ମାତ୍ର ଉନ୍ନତି ମୂଳକ କାର୍ଯ୍ୟ l ଆଜକୁ ମାତ୍ର100ପୁଟ ରୋଡ଼ କମ ପାଈଁ 150 ଦିନ ରୁ ଉର୍ଦ୍ଧ ହେଲାଣି କମ ସରିବା ନା ନେଉନାହିଁ ଗଞ୍ଜାମ ବଜାର ରୁ ଆଖଡ଼ାବନ୍ଧ ସାହିକୁ ସଂଯୋଗ କରୁଥିବା ରାସ୍ତା ଦୟନୀୟ ଅବସ୍ଥାରେ ରହିଥିବା ରୁ ଏନ. ଏ. ସି କର୍ତ୍ତୃପକ୍ଷ ଉକ୍ତ ରାସ୍ତା କାମ ପାଈଁ ଠିକାଦାର କୁ
ଦିଆଯାଇଥିଲା କିନ୍ତୁ ଠିକାଦାର ଜଣକ ଉକ୍ତ କାମକୁ ହେଜ୍ଞାନ କରୁଛନ୍ତି l କତୃପକ୍ଷ ଚୁପଚାପ ବର୍ଷାଯୋଗୁଁ ରାସ୍ତା ରେ 1ପୁଟୁ ରୁ ଉର୍ଦ୍ଧ ଜଳମଗ୍ନ ହୋଇଯାଏ ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି . ଆଗକୁ ବର୍ଷା ଦିନ ଆସୁଛି ସାଧାରଣ ଲେକଙ୍କ ଆକ୍ରୋଶ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ଠିକାଦାର କୁ କହି ପାଣି ଏହିବା ଜାଗାରେ ବାଲି ପକାଗଲା ପରେ ପୁଣି କାମ ବନ୍ଦ ହେବାରୁ କାର୍ଯ୍ୟନିର୍ବାହୀ ଙ୍କୁ ଅଭିଯୋଗ ପରେ ବାଲିରେ ଅଧା ରାସ୍ତା ମେଟେଲ ପକାଯାଇ ପୁଣି 15ଦିନରୁ ଉର୍ଦ୍ଧ ହେଲାଣି କାର୍ଯ୍ୟବନ୍ଦ ରହିଛି l ଠକାଦାର କାହାରି କଥାକୁ ମାନୁନଥିବା ସହିବାସିନ୍ଦା ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏମିତି ଠିକାଦାର କାମକୁ କନିଷ୍ଠଯନ୍ତ୍ରୀ ଘଟଣା ସ୍ଥଳ ରେ ପହଂଚି କାହିଁକି ତଦାରଖ କରାଯାଉ ନାହିଁ ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି l

You may have missed