April 26, 2026

ଶ୍ରୀରାମ ନବମୀରେ ଶ୍ରୀରାମ ନିବାସ ପକ୍ଷରୁ ମାଗଣା ପ୍ରସାଦ ବଣ୍ଟନ l

IMG-20260328-WA0020
Share

 

ଗତକାଲି ସନ୍ଧ୍ୟାରେ ଶ୍ରୀରାମ ନବମୀରେ ପୁରୀ ରେଲୱେ ଷ୍ଟେସନ ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଙ୍ଘର ସମ୍ପାଦକ ତଥା ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଙ୍ଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ ଏବଂ ପୁରୀ ରେଲୱେ ଷ୍ଟେସନ ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଙ୍ଘ ର ସମ୍ପାଦକ ଟୁନା ବାରିକଙ୍କ ତତ୍ୱାବଧାନ ରେ ପୁରୀ ରେଲୱେ ଷ୍ଟେସନ ସାମନା ରେ ଶ୍ରୀରାମ ନିବାସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି l ଏହି ପ୍ରସାଦ ବଣ୍ଟନ ବ୍ୟବସ୍ଥାକୁ ପୁରୀକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ, ପର୍ଯ୍ୟଟକ ଦୃଢ଼ ପ୍ରଶଂସା କରିଛନ୍ତି l

ପୁରୀରୁ ରମେଶ ସାହୁ ଙ୍କ ରିପୋର୍ଟ